100 sqft ରେ କେତେ ଇଟା ଲାଗିବ 🧱 ଆସନ୍ତୁ ଜାଣିବା 👷 @RajmistriDillip ETA majrment
#rajmistridillip
#rajmistriwork
#villiagelife
#villiagework
#etamejrment
ନମସ୍କାର friend ଆପଣମାଙ୍କୁ ଏହି video ରେ ବହୁତ କିଛି ଶିଖିବା ପାଇଁ ମିଳିଯିବ ଜଉମାନେ ଜାଣି ନାହାନ୍ତି ଇଟା କେମିତି mejrment କରିବା ଏହି video ରେ ଆପଣମାଙ୍କୁ ମୁଁ ପୁରା ସହଜ ଉପାୟରେ ବୁଝାଇ ଦେବି ଆପଣ ମାନେ video ଦେଖି ଲା ପରେ ଆଶା କରୁଛି ଭଲ ଭାବରେ ଶିଖି ଯିବେ ଏହି video ଟିକୁ ବହୁତ ମାତ୍ରା ରେ shar କରନ୍ତୁ ଆପଣ ମାନେ ଶିଖିବା ସହିତ ଅନୋମାନେ ବି ଶିଖିବେ ok
ଏହି ଭଳିଆ ଶିକ୍ଷଣୀଓ video ଦେଖିବା ପାଇଁ chanal କୁ susbcrib କରନ୍ତୁ Like କରନ୍ତୁ ଏମିତିକା ଭଲ ପାଇବା ଦିଅନ୍ତୁ
🙏🙏🙏🙏🙏🙏
ଏହି ଗରିବ Rajmistri କୁ souppt କରନ୍ତୁ 🥲🥲🥲🥲🥲🥲
Негізгі бет 100 sqft ରେ କେତେ ଇଟା ଲାଗିବ 🧱 ଆସନ୍ତୁ ଜାଣିବା 👷
Пікірлер: 144