ଜୟ ମାଁ ମାଣିକେଶ୍ବରୀ
ଜୟ ମାଁ ସମଲେଶ୍ୱରୀ
🙏🙏🙏
ଫାଇଲେରିଆ ବା ବାତଜ୍ଵର ସଚେତନତା
≈≈≈≈≈≈≈≈≈≈≈≈≈≈≈≈≈≈≈≈≈≈≈
ଏହାକୁ ଏଲିଫେଣ୍ଟିସ ମଧ୍ୟ କୁହାଯାଏ | MEDICAL SEARCH ରିପୋର୍ଟ ନର୍ଲା ବ୍ଲକ ରେ ଅଧିକ ଦେଖିବାକୁ ମିଳିଛି ସେଥିପାଇଁ କଳାହାଣ୍ଡି ଜିଲ୍ଲା ର ନର୍ଲା ବ୍ଲକ କୁ ଅଧିକା ଫୋକ୍ସ ଦିଆ ଯାଇଛି |
ସମସ୍ତେ ବୟସ ଅନୁସାରେ DOSE ନେଇ ଆଗରୁ ନିଜକୁ ଫାଇଲେରିଆ ରୁ ବଂଚେଇବା |
Privention is better than cure
🙏🙏🙏
Негізгі бет 22 February 2023
Пікірлер