ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ
ସାରାଂଶ :-
କଳିଯୁଗର ଯୁଗଧର୍ମ ନାମ ସଂକୀର୍ତ୍ତନ, ତାହା ପ୍ରବର୍ତ୍ତନ କରିବା ପାଇଁ ଶଚୀନନ୍ଦନ ଗୌରାଙ୍ଗ ମହାପ୍ରଭୁ ଅବତୀର୍ଣ୍ଣ ହୋଇଥିଲେ ॥
ଗୌରଚନ୍ଦ୍ରଙ୍କ ଉଦୟରେ କେବଳ ନାମରେ ଯେଉଁ ପ୍ରେମ ପ୍ରକାଶିତ ହୋଇଛି ସେହି ପ୍ରେମ ସେ ବିଚାର ନିର୍ବିଶେଷରେ ସମସ୍ତଙ୍କୁ ପ୍ରଦାନ କରିଛନ୍ତି ॥
ଭଗବାନଙ୍କ ସମସ୍ତ ଅବତାର ମଧ୍ୟରେ ଗୌରାଙ୍ଗ ଅବତାର ଶ୍ରେଷ୍ଠ ଅବତାର, ମହାବଦାନ୍ୟ ଅବତାର, ଯାହାଙ୍କର ବଡ଼ ଅଦ୍ଭୁତ ଔଦାର୍ଯ୍ୟ, ଅଦ୍ଭୁତ କାରୁଣ୍ୟ, ଅଦ୍ଭୁତ ବଦାନ୍ୟ ॥
ଭଗବାନଙ୍କର ନାମ ସମସ୍ତ ବୈଦିକ ଶାସ୍ତ୍ରରେ ଅଛି ॥
ଯଦିଓ ହରିନାମ ବେଦରେ ଚିରନ୍ତନ ଅଛି କିନ୍ତୁ ଜୀବ ଚରିତଗତ ହୋଇନଥିଲା ॥
ମହାପ୍ରଭୁଙ୍କ ଉଦୟ ହେବା ପୂର୍ବରୁ ପ୍ରେମର ଭଣ୍ଡାର ଏପରି ଭାବେ ବିତରିତ ହୋଇନଥିଲା, ତାହା ମହାପ୍ରଭୁ ବିତରଣ କଲେ ॥
ଏହା ହେଉଛି ଶ୍ରୀମନ ମହାପ୍ରଭୁଙ୍କ ବିଶେଷତ୍ୱ ॥
ବୈଷ୍ଣବ ଧର୍ମ ପଦ୍ମପୁଷ୍ପ ସଦୃଶ ॥
ଶ୍ରୀମନ ନାମ ଓ ଶ୍ରୀମନ ନାମୀ ଅଭିନ୍ନ ବସ୍ତୁ ॥
ନାମ ସଂକୀର୍ତ୍ତନ ଆନନ୍ଦ ସ୍ଵରୂପ ॥
ବିରହ ଭାବ, ବିପ୍ରଲମ୍ବ ଭାବ ହେଉଛି ପ୍ରେମ ଭକ୍ତିର ସର୍ବୋଚ୍ଚ ସ୍ତର ॥
For more Odia lectures - • Odia Lectures_Sri Srim...
For English lectures - • Sri Srimad Gour Govind...
For Short Clips - • Sri Srimad Gour Govind...
#odia #iskcon #iskconbhubaneswar #ssggsm #gourgovindaswami #odialectures #iskconlecture #iskconodialecture #iskconlecture #iskcontemple #bhakti #bhaktisong #bhaktibhajan #odiaprabachana #odialectures #odisha #pravachan #bhaktipravachan
Негізгі бет 298. Chaitanya Mahaprabhunka Bishesatwa || ଚୈତନ୍ୟ ମହାପ୍ରଭୁଙ୍କ ବିଶେଷତ୍ୱ || ଶ୍ରୀମଦ୍ ଭାଗବତମ୍ ୭.୧୫.୭୧
Пікірлер: 1