ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ
ସାରାଂଶ :-
ବୈକୁଣ୍ଠର ଦ୍ଵାରପାଳ ଜୟ-ବିଜୟ ହେଉଛନ୍ତି ହିରଣାକ୍ଷ ଓ ହିରଣ୍ୟକଶିପୁ ॥
ବ୍ରହ୍ମ ଅଭିଶାପ ଯୋଗୁଁ ସେମାନଙ୍କର ପତନ ହୋଇ ତିନିବାର ଅସୁର ଜନ୍ମ ନେବେ ଏବଂ ଭଗବାନଙ୍କ ହାତରେ ମୃତ୍ୟ ବରଣ କରିବେ ଏହା ଭଗବଦ୍ ଇଚ୍ଛା ॥
ଭଗବାନଙ୍କର ଇଚ୍ଛା ଯୁଦ୍ଧ କରି ଆନନ୍ଦ ପାଇବା ପାଇଁ, ତେଣୁ ଏହି ଲୀଳା ହୋଇଥିଲା ॥
ଭଗବାନ୍ ନିଜ ପାର୍ଷଦଙ୍କ ସହିତ ଲୀଳା କରିଥା'ନ୍ତି, ଭଗବାନଙ୍କର ଏହା ବିଚିତ୍ର ଇଚ୍ଛା ॥
ବୈଷ୍ଣବ ଦେହ ତ୍ୟାଗ କଲେ ଶୁଦ୍ଧ ଶ୍ରାଦ୍ଧ ହୁଏ ॥
ଯେଉଁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତି ସହକାରେ ହରିଙ୍କର ଅର୍ଚ୍ଚନା କରନ୍ତି ସେମାନଙ୍କର ଗୟା ଶ୍ରାଦ୍ଧର ଆବଶ୍ୟକତା ନ ଥାଏ ॥
ଶ୍ରାଦ୍ଧ ଦିବସରେ ବିଷ୍ଣୁ ନୈବେଦ୍ୟ ପ୍ରସାଦ ସମସ୍ତଙ୍କୁ ପ୍ରଦାନ କରାଯାଏ ॥
ସାଧାରଣ ଲୋକଙ୍କ ପାଇଁ ବେଦ କର୍ମକାଣ୍ଡ ସବୁ ପାଳନ କରିବା ଉଦ୍ଦେଶ୍ୟରେ ପ୍ରହଲ୍ଲାଦ ମହାରାଜଙ୍କୁ କର୍ମ କାଣ୍ଡୀୟ ଶ୍ରାଦ୍ଧ କରିବା ପାଇଁ ନୃସିଂହ ଭଗବାନ୍ କହୁଛନ୍ତି ॥
For more Odia lectures - • Odia Lectures_Sri Srim...
For English lectures - • Sri Srimad Gour Govind...
For Short Clips - • Sri Srimad Gour Govind...
#odia #iskcon #iskconbhubaneswar #ssggsm #gourgovindaswami #odialectures #iskconlecture #iskconodialecture #iskconlecture #iskcontemple #bhakti #bhaktisong #bhaktibhajan #odiaprabachana #odialectures #odisha #pravachan #bhaktipravachan
Негізгі бет 299. Nrusinghadeva Katha || ନୃସିଂହଦେବ କଥା || ଶ୍ରୀମଦ୍ ଭାଗବତମ୍ ୭.୧୦.୨୨-୨୩
Пікірлер