ତାରିଖ 7- 11-2022 ସମୟ ଭୋର୍ 3:00 , ବିଳମ୍ବିତ ରାତିରେ ଶୋଇଥିଲି,ଦେଢ଼ ଘଣ୍ଟା ଖଣ୍ଡେ ସୋଇଛିକି ନାହିଁ, ଘନ ଘନ ଫୋନ୍ ବାଜିବାରୁ ନିଦ ଭାଙ୍ଗିଗଲା , ଫୋନ୍ ଉଠାଇ ଯାହା ଶୁଣିଲି , ପାଦ ତଳୁ ମାଟି ଖସିଗଲା ଆଉ ଆକାଶ ଟା ଛିଡି ପଡ଼ିଲା ମୋ ଉପରେ। କାଳ ବିଳମ୍ବ ନକରି ମୁଁ ଦୌଡ଼ିଲି ଘଟଣା ସ୍ଥଳକୁ, ତାପରେ କଣ ହେଲା ଭିଡିଓ ଟି ଦେଖିବାକୁ ଅନୁରୋଧ। #truckaccident #odiyayoutuber
Негізгі бет A Bad Day
Пікірлер: 286