𝚖𝚊𝚊 𝚖𝚊𝚗𝚒𝚔𝚎𝚜𝚠𝚊𝚛𝚒 𝚙𝚛𝚘𝚍𝚞𝚌𝚝𝚒𝚘𝚗 𝚙𝚛𝚎𝚜𝚎𝚗𝚝𝚜 𝚝𝚑𝚎 𝚏𝚞𝚕𝚕 𝚘𝚏𝚏𝚒𝚌𝚒𝚊𝚕 𝚜𝚝𝚞𝚍𝚒𝚘 𝚟𝚎𝚛𝚜𝚒𝚘𝚗 𝚟𝚒𝚍𝚎𝚘 𝚘𝚏 𝚔𝚊𝚕𝚊𝚑𝚊𝚗𝚍𝚒𝚊 𝚏𝚘𝚕𝚔 𝚜𝚘𝚗𝚐
"🇦 🇳 🇺 🇳 🇮 🇳 🇬 🇪 🇲 🇦 🇳 🇰 🇮 🇪 🇲 🇦 🇳 🇯 🇦 🇮 "
(ଆନୁ ନିଙ୍ଗେ ମନ କିଏ ମଞ୍ଜାଇ )
𝚃𝚑𝚒𝚜 𝚜𝚘𝚗𝚐 𝚙𝚛𝚘𝚍𝚞𝚌𝚎𝚍 𝚋𝚢 𝙼𝚛 𝚂𝚊𝚝𝚢𝚊𝚋𝚛𝚊𝚝𝚊 𝙳𝚊𝚜𝚑 𝚜𝚒𝚗𝚐𝚒𝚗𝚐 𝚋𝚢 𝚂𝚊𝚛𝚋𝚎𝚜𝚠𝚊𝚛𝚋𝚑𝚘𝚒&𝚂𝚊𝚗𝚐𝚒𝚝𝚊 𝚁𝚘𝚞𝚝
𝚝𝚑𝚒𝚜 𝚖𝚎𝚕𝚘𝚍𝚒𝚘𝚞𝚜 𝚝𝚛𝚊𝚔 𝚌𝚛𝚎𝚊𝚝𝚎 𝚋𝚢 𝚜𝚊𝚝𝚢𝚊 𝚋𝚛𝚊𝚝𝚊 𝙳𝚊𝚜𝚑
🇸 🇴 🇳 🇬
𝙰𝚗𝚞 𝚗𝚒𝚗𝚐𝚎 𝙼𝚊𝚗 𝚔𝚒𝚎 𝙼𝚊𝚗𝚓𝚊𝚒
🇱 🇾 🇷 🇮 🇨 🇸 & 🇲 🇺 🇸 🇮 🇨
𝚂𝚊𝚝𝚢𝚊𝚋𝚛𝚊𝚝𝚊 𝙳𝚊𝚜𝚑
🇻 🇴 🇮 🇨 🇪
𝚂𝚊𝚛𝚋𝚎𝚜𝚠𝚊𝚛𝚋𝚑𝚘𝚒& 𝚜𝚊𝚗𝚐𝚒𝚝𝚊 𝚁𝚘𝚞𝚝
🇷 🇾 🇹 🇭 🇮 🇲
𝚁𝚊𝚔𝚎𝚜𝚑, 𝚁𝚊𝚓𝚒𝚋, 𝙷𝚊𝚛𝚒
🇸 🇹 🇺 🇩 🇮 🇴
🇬 🇭 🇺 🇲 🇺 🇷 🇸 🅢︎🅣︎🅤︎🅓︎🅘︎🅞︎
𝚖𝚊𝚍𝚊𝚗𝚙𝚞𝚛
𝓑𝓲𝓴𝓪𝓼 𝓬𝓱𝓪𝓷𝓭𝓻𝓪 𝓢𝓪𝓱𝓾
🇨 🇦 🇲 🇪 🇷 🇦
𝚖𝚊𝚗𝚎𝚜𝚑 𝙷𝚊𝚛𝚙𝚊𝚕
🌹🌹🌹🌹🌹🌹🌹🌹🌹🌹🌹🌹🌹🌹
================================
ଗୀତ.
ଆନୁ ନିଙ୍ଗେ ମନ କିଏ ମଞ୍ଜାଇ
================================
ନିଶାନ ବାଜଛେ
ମାଏରୀ ବାଜଛେ
ଜନକ ରାତିନେ
ଧାଙ୍ଗଡି ନାଚଛେ
ହାନ୍ଦେ କଏନି ଖୁଚା ମାରଛେ କାଏଁ ଥିର ପାଇଁ ରେ
ପୁ/ଝି
ଆନୁ ନିଙ୍ଗେ ମନ କିଏ ମଞ୍ଜାଇ
ଆନୁ ନିଙ୍ଗେ ଜିଉ କିଏ ମାଞ୍ଜାଇ
🌹🌹🌹🌹🌹🌹🌹🌹🌹🌹🌹🌹🌹🌹
ଅନ୍ତରା 1
ମୁଇଁ ନାଚତେ ଫୁନି ରଙ୍ଗ ରସିଆ
ହାତ ଗୋଡ଼ ମୋର ବରକଶିଆ
ସାଙ୍ଗେଈଛେଁ ରେ ପେଟ ଭିତରେ
ରସରସିଆ ଗୀତ
ମୁଇଁ ସାଙ୍ଗେଈଛୁରେ ପେଟ ଭିତରେ,,,,,
ଝି.କେତେ ସାଙ୍ଗେଇ ଛେଁ ରେ ପେଟ ଭିତରେ,,,,,,
ଢାବ ଡାଙ୍ଗ କେ ନଚେଇ ନଚେଇ
ଗାଇମି ସତେ ପଦ ବସେଇ
ମଗସିର ମାସେ ଛାଡେଇ ଦିତି ଇ କୁଆଁରୀ ଶୀତ
ହାନ୍ଦେ ହୁଚକା ମାରି ନାଚଛେ ରେ ଲହଂସି କରି କାଇଁ ରେ
ପୁ /ଝି
ଆନୁ ନିଙ୍ଗେ ମନ କିଏ ମଞ୍ଜାଇ
ଆନୁ ନିଙ୍ଗେ ଜିଉ କିଏ ମଞ୍ଜାଇ
🌹🌹🌹🌹🌹🌹🌹🌹🌹🌹🌹🌹🌹🌹
ଦଗଦଗା ରେ ଜନ ଉକିଆ
ମୁଇଁ ତ ନନି ବରଘରିଆ
ଫଗୁନ ମାସକେ ଯୁଗତେ ଆଛେଁ
ଫଗୁନ ପୁନି ରାତ
ଝି.ଫଗୁନ ମାସକେ ଭାଙ୍ଗତେ ଜାତ ରଙ୍ଗ ରସିଆ ଆସ
ମଉଲି ଧୂକା ହୂର ହୁରିଆ
ଘୁଲିଯାମ ପରା ମୁଇଁ କଲିଆ
କଲିଆ ବୋଲି ବାଖନି ଦେଲେ ଧରି ନେମି ହାତ
ନାଇଁ ପାରୁ ତୁଇ କଲିଆ ଧରି ମୋର ହାତ
ହାନ୍ଦେ ମନ ଦେଇଛେଁ ମନର ରାନି ତୋର ପଛେ ରହି
ପୁ /ଝି.ଆନୁ ନିଙ୍ଗେ ମନ କିଏ ମଞ୍ଜାଇ
ଆନୁ ନିଙ୍ଗେ ଜିଉ କିଏ ମଞ୍ଜାଇ
-----------------------------------------------------------------
ᴀɴᴛɪ ᴩɪʀᴀᴄʏ ᴡᴀʀɴɪɴɢ
-----------------------------------------------------------------
𝚃𝚑𝚒𝚜 𝚌𝚘𝚗𝚝𝚊𝚒𝚗 𝚒𝚜 𝚌𝚘𝚙𝚢𝚛𝚒𝚐𝚑𝚝 𝚝𝚘 𝚂𝚒𝚗𝚐𝚎𝚛𝚂𝚊𝚛𝚋𝚎𝚜𝚠𝚊𝚛𝚋𝚑𝚘𝚒 𝚘𝚏𝚏𝚒𝚌𝚒𝚊𝚕 𝚈𝚘𝚞𝚃𝚞𝚋𝚎 𝚌𝚑𝚊𝚗𝚗𝚎𝚕. 𝙰𝚗𝚢 𝚞𝚗- 𝚊𝚞𝚝𝚑𝚘𝚛𝚒𝚣𝚎𝚍 𝚛𝚎𝚙𝚛𝚘𝚍𝚞𝚌𝚝𝚒𝚘𝚗, 𝚛𝚎𝚍𝚒𝚜𝚝𝚛𝚒𝚋𝚞𝚝𝚒𝚘𝚗, 𝚛𝚎 𝚞𝚙𝚕𝚘𝚊𝚍/ 𝚞𝚙𝚕𝚘𝚊𝚍 𝚘𝚏 𝙳𝙹 𝚟𝚎𝚛𝚜𝚒𝚘𝚗 𝚟𝚒𝚍𝚎𝚘 𝚒𝚜 𝚜𝚝𝚛𝚒𝚌𝚝𝚕𝚢 𝚙𝚛𝚘𝚑𝚒𝚋𝚒𝚝𝚎𝚍 𝚘𝚏 𝚝𝚑𝚒𝚜 𝚖𝚊𝚝𝚎𝚛𝚒𝚊𝚕. 𝙻𝚎𝚐𝚊𝚕 𝚊𝚌𝚝𝚒𝚘𝚗 𝚜𝚑𝚊𝚕𝚕 𝚋𝚎 𝚝𝚊𝚔𝚎𝚗 𝚊𝚐𝚊𝚒𝚗𝚜𝚝 𝚝𝚑𝚘𝚜𝚎 𝚠𝚑𝚘 𝚟𝚒𝚘𝚕𝚊𝚝𝚎 𝚝𝚑𝚎 𝚌𝚘𝚙𝚢𝚛𝚒𝚐𝚑𝚝 𝚘𝚏 𝚝𝚑𝚒𝚜 𝚏𝚘𝚕𝚕𝚘𝚠𝚒𝚗𝚐 𝚖𝚊𝚝𝚎𝚛𝚒𝚊𝚕 𝚙𝚛𝚎𝚜𝚎𝚗𝚝𝚎𝚍.
🌹🌹♥️♥️♥️♥️♥️♥️♥️♥️♥️♥️♥️♥️
#𝙰𝚗𝚞_𝚗𝚒𝚗𝚐𝚎_𝚖𝚊𝚗_𝚔𝚒𝚎_𝚖𝚊𝚗𝚓𝚊𝚒
#sarbeswarbhoi_new_song
#Sarbeswarbhoi_all_sambalpuri_song
#kalahandia_folk
#Ashiskumbhar_allsong
#Ruku_all_song
#Umakantabarik_all_song
#𝚜𝚊𝚛𝚋𝚎𝚜𝚠𝚊𝚛_𝚗𝚎𝚠𝚔𝚊𝚕𝚊𝚑𝚊𝚗𝚍𝚒𝚊 𝚏𝚘𝚕𝚔 𝚜𝚘𝚗𝚐
Негізгі бет Anu Ninge Man kie Manjai /Sarbeswarbhoi&Sangita /Kalahandia
Пікірлер: 156