ଈଶ୍ୱରଙ୍କ ପାଖରେ କାନ୍ଦିଲେ କଣ ହୁଏ ? Shrimadbhagwat Geeta ll ଶ୍ରୀକୃଷ୍ଣ ବାଣୀ
କୁହାଯାଏ ଯେ ଶ୍ରୀମଦ୍ ଭଗବତ ଗୀତା କେବଳ ଗୋଟିଏ ଧର୍ମ ପାଇଁ ନୁହେଁ, ଏହି ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଏହାକୁ ପଢ଼ିବା ଏବଂ ବୁଝିବା ଉଚିତ୍ ।
ଯାହାଫଳରେ ସମସ୍ତେ ସୁଖ, ଶାନ୍ତି ଏବଂ ତାଙ୍କ ଜୀବନରେ
ସଫଳତା ପାଇ ପାରିବେ |
ଆଜିର ଏହି ଭିଡିଓରେ, ଆମେ ଶ୍ରୀମଦ୍ ଭଗବତ ଗୀତାର କିଛି ବିଚାର ବିଷୟରେ ଆଲୋଚନା କରିବା
ଶ୍ରୀମଦ ଭଗବତ ଗୀତା ପରି କଲ୍ୟାଣକାରି ଗ୍ରନ୍ଥ ଏ ସଂସାରରେ ଅନ୍ୟ କୌଣସି ବି ଉପଯୋଗୀ ଗ୍ରନ୍ଥ ନାହିଁ । ଗୀତରେ ଜ୍ଞାନଯୋଗ , ଧ୍ୟାନଯୋଗ, କର୍ମଯୋଗ, ଓ ଭକ୍ତିଯୋଗ ଅଛି । ଯେକୌଣସି ବି ସାଧନା ନିଜର ଶ୍ରଦ୍ଧା, ରୁଚି ଏବଂ ଯୋଗ୍ୟତା ଅନୁସାରେ କରିଚାଲିଲେ ମନୁଷ୍ୟର ଶୀଘ୍ର କଲ୍ୟାଣ ହୋଇପାରିବ ।
ଏହି ସବୁ ସାଧନାଗୁଡିକ ତଥା ପରମାତ୍ମତତ୍ତର ରହସ୍ୟ ଜାଣିବା ନିମନ୍ତେ ଶ୍ରଦ୍ଧା-ଭକ୍ତିପୂର୍ବକ ଭାବସହିତ ଗୀତା ମନନ କରିବା ଏବଂ ସେହି ଅନୁସାରେ ନିଜର ଜୀବନ ଗଢିବା।
#krishna_bani #krishna #gita #krishna_upadesh #krishnaspeeches #krishna_status #mahabharat #radhakrishna #radheradhe #gitasara
✅ Video ଟି ଯଦି ଆପଣ ମାନଙ୍କୁ ଭଲ ଲାଗେ please ଗୋଟେ like କରନ୍ତୁ ଓ share କରନ୍ତୁ
✅ଆମ channel କୁ ଯଦି ଏ ପର୍ଯ୍ୟନ୍ତ Subscribe kari ନାହାନ୍ତି ତାହେଲେ Subscribe କରିନିଅନ୍ତୁ ।
#tinkyofficial29
🙏ନମସ୍କାର 🙏
Негізгі бет ଈଶ୍ୱରଙ୍କ ପାଖରେ କାନ୍ଦିଲେ କଣ ହୁଏ ? Shrimadbhagwat Geeta ll ଶ୍ରୀକୃଷ୍ଣ ବାଣୀ ll
Пікірлер: 307