ଆଗକୁ ଆସୁଛି ଦଶହରା । ବାଲେଶ୍ୱର ଦୁର୍ଗାପୂଜାର ବିଶେଷ ଆକର୍ଷଣ ବାଡିଖେଳ ବା ଅଖଡା ଖେଳ । ଏଥିପାଇଁ ପ୍ରସ୍ତୁତି ଚାଲିଛି ଜୋରଦାର । ବାଡିଖେଳ ପ୍ରତି ଛାତ୍ରଛାତ୍ରୀମାନେ ଆକର୍ଷିତ ହୋଇ ଭୋରୁ ଭୋରୁ ଚଳାଇଛନ୍ତି ଅଭ୍ୟାସ । କେମିତି ଖେଳିବେ ବାଡ଼ି ସେଥପାଇଁ ଅବସରପ୍ରାପ୍ତ ସେନା କର୍ମଚାରୀ ଶିଖାଉଛନ୍ତି ରଣକୌଶଳ । ତେବେ କଣ ଏ ବାଡିଖେଳ ଆଉ କେମିତି ଏହା ବାଲେଶ୍ୱର ଦୁର୍ଗାପୂଜାରେ ହୋଇଗଲା ପରାମରା ଆସନ୍ତୁ ଜାଣିବା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Badikhel #dussehra #durgapuja #balasore
Негізгі бет ବାଡ଼ି ଖେଳ ଶିଖୁଛନ୍ତୁ ଯୁବକ ଯୁବତୀ | Odisha Reporter
Пікірлер