କାହିଁକି ସବୁକୁ ଅଣଦେଖା ? ଏମାର ମଠ ମାଟିତଳୁ ମିଳିଲା ପୁରାତନ ସିଂହ ମୂର୍ତ୍ତି । କିନ୍ତୁ ଖନନ ବେଳେ ଭାଙ୍ଗିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି । କାନ୍ଥରେ ଚିତ୍ରିତ ଦୁର୍ଲଭ ରାମାଭିଷେକ ମୂର୍ତ୍ତି ବି ନଷ୍ଟ । ଜିପିଆରଏସ୍ ହୋଇ ନ ଥିବାରୁ ଖନନ ବେଳେ ହିଁ ନଷ୍ଟ । ଐତିହ୍ୟ ସ୍ଥଳରେ ଖନନ ପୂର୍ବରୁ GPRS ଜରୁରୀ ନଥିଲା କି ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter#Puri #Odisha #JagannathTemple #OdishaGovt
Негізгі бет ଏବେ ସମ୍ଭାଳ ! || Ancient Stone Sculpture Found Damage In Heritage Dig Work In Puri || Odisha Reporter
Пікірлер: 443