ପଞ୍ଚ ନ୍ୟାୟ ମାଧ୍ୟମ ରେ କଂଗ୍ରେସ ର ଘର ଘର ଗ୍ୟାରେଣ୍ଟି । ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ, କୃଷକ ନ୍ୟାୟ, ଯୁବକ ନ୍ୟାୟ ଏବଂ ଜନକଲ୍ୟାଣ ନ୍ୟାୟ ।
କଂଗ୍ରେସ ଗ୍ୟାରେଣ୍ଟି କାର୍ଡ :
ଗୃହ ଜ୍ୟୋତି -
ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ୍ ଦେୟ ଛାଡ
ଯୁବ ବିକାଶ -
୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା
ବେକାରୀ ଭତ୍ତା ମାସିକ ₹୩୦୦୦
କୃଷକ ବନ୍ଧୁ -
ବୋନସ ସହ ଧାନର ମୂଲ୍ୟ କ୍ଵିଣ୍ଟାଲ ପ୍ରତି ₹୩୦୦୦
କୃଷକ ପାଇଁ ମାସିକ ପେନସନ ₹୨୦୦୦
କୃଷି ଋଣ ଛାଡ
ଗୃହ ଲକ୍ଷ୍ମୀ -
ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମହିଳାଙ୍କୁ ମାସିକ ଭତ୍ତା ₹୩୦୦୦
ମାସିକ ₹୫୦୦ ରେ ଗ୍ୟାସ ସିଲିଣ୍ଡର
ଜନକଲ୍ୟାଣ -
୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା
ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ₹୨୦୦୦
ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ
ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା
ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକାର
୧୦୦ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବରେ ଲାଗୁ କରାଯିବ
ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ଭତ୍ତା ₹୩୦୦୦
ନୂଆ ଓଡ଼ିଶା ଗଢ଼ିବା ଆସ, ସଂକଳ୍ପ କରେ କଂଗ୍ରେସ |
ହାତ ଚିହ୍ନକୁ ଭୋଟ ଦିଅନ୍ତୁ | #shortsviral #jajpur #odishaelection2024
Негізгі бет ବନ୍ଦିତା ପରିଡ଼ା ଙ୍କୁ ହାତ ଚିହ୍ନ ରେ ଭୋଟ ଦିଅନ୍ତୁ । ନାରିଶକ୍ତି, ଯୁବଶକ୍ତି, ନ୍ୟାୟ ଶକ୍ତି କୁ ମଜବୁତ୍ କରନ୍ତୁ।
Пікірлер