ବୌଦ୍ଧ ନୟାଗଡ଼ ବଲାଙ୍ଗୀର ଜିଲ୍ଲା ରେଳ ଷ୍ଟେସନ|😀😀 Boudha-Nayagarh-Bolangir Railway station 2024 #odiavlogs
#ବୌଦ୍ଧକୁ_ଗଡିଲା_ଟ୍ରେନ
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଅଧୀନରେ ଆଜି ବୌଦ୍ଧ ଜିଲ୍ଲା ସଦର ମହକୁମାକୁ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚାଲିଛି। ସୋନପୁର ଜିଲ୍ଲାରୁ ତେଲ ନଦୀ ବ୍ରିଜ ଦେଇ ମନମୁଣ୍ଡାର ପୁରୁଣାପାଣି ଓ ଝାରମୁଣ୍ଡା ଦେଇ ସଫଳତା ସହ ବୌଦ୍ଧରେ ପହଞ୍ଚିଛି ଟ୍ରେନ ଇଞ୍ଜିନ।
#odiavlogs #minevlog #vlog #travel #railway #boudh
#Train #indianrailways #Boudh #Odisha #newvlog
Негізгі бет ବୌଦ୍ଧ ନୟାଗଡ଼ ବଲାଙ୍ଗୀର ଜିଲ୍ଲା ରେଳ ଷ୍ଟେସନ|😀😀 Boudha-Nayagarh-Bolangir Railway station 2024
Пікірлер: 14