ଚଳିତ ନିର୍ବାଚନରେ ରକ୍ତ- ରକ୍ତ ଭିତରେ ହେବ ଜୋରଦାର ଲଢ଼େଇ। ନବରଙ୍ଗପୁରରେ ଖୁଡ଼ୀଙ୍କ ବିରୋଧରେ ରଣହୁଙ୍କାର ଦେବା ଆରମ୍ଭ କଲେଣି ପୁତୁରା। ଦଳ ଭିନ୍ନ କିନ୍ତୁ ମୈଦାନ ଗୋଟିଏ। ଭୋଟ ରାଜନୀତିରେ ଭୋଟରଙ୍କ ନିକଟରେ ପହଞ୍ଚି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଉଭୟ ବ୍ୟସ୍ତ। ଯଦିଓ ସଂପର୍କରେ ଖୁଡି-ପୁତୁରା କିନ୍ତୁ ମୈଦାନରେ ଉଭୟ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ। ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଖୁଡ଼ି-ପୁତୁରା ଲଢ଼େଇ ହେବ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Nabarangpur #election #familybattle #AssemblyElections
Негізгі бет ଭୋଟର ଦେଖିବେ ଖୁଡ଼ୀ-ପୁତୁରା ଲଢ଼େଇ | Odisha Reporter
Пікірлер: 11