ପାଣ୍ଡିଆନଙ୍କ ଗୋଟିଏ ଦିନରେ 3ଟି ସରକାରୀ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା । କୋରାପୁଟରେ ଯୁବ ଓଡ଼ିଶା ଆଉ ଜୟପୁରରେ ଆମ ଓଡ଼ିଶା ନବୀନ ଓଡ଼ିଶା । କୋରାପୁଟରେ ଆୟୋଜିତ ଲକ୍ଷ୍ମୀ ବସ ଉଦଘାଟନ କାର୍ଯ୍ୟକ୍ରମରେ ଚ୍ୟାଲେଞ୍ଜ କରିଥିଲେ ଭାଲୁ। ଭାଲୁ ଚ୍ୟାଲେଞ୍ଜ କରିଥିଲେ ସଭା ଭାଙ୍ଗିଦେବେ ବୋଲି । ତାରାଙ୍କୁ କାଉଣ୍ଟର ପାଇଁ ପାଣ୍ଡିଆନ କଲେ ଜୟପୁରରେ ସ୍ବତନ୍ତ୍ର ସଭା !
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Odisha #OdishaReporter #VKPandian #TaraBahinipati #AmaOdishaNaveenOdisha #YuvaOdisha #OdishaPolitics #NaveenPatnaik #BJD #PandianMeeting #OdishaGovt #jeypore_odisha #koraput
Негізгі бет ଭାଲୁଙ୍କୁ ଚ୍ୟାଲେଞ୍ଜ ପାଇଁ ଜୟପୁରରେ ସ୍ପେଶାଲ | Odisha Reporter
Пікірлер: 157