#bharatpurcase #bjdprotest #nandighohatv #odisha
ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣର ପ୍ରତିବାଦ ଘଟଣାରେ ଆଜି ବିଜେଡିର ବିକ୍ଷୋଭ । ସରକାରଙ୍କ ପ୍ରଶାସନ ଏବଂ ଆଇନ୍ ଶୃଙ୍ଖଳା ଉପରେ ନିୟନ୍ତ୍ରଣ ନାହିଁ , ଏହି ଘଟଣାକୁ ଚପେଇଦେବାକୁ ଚେଷ୍ଟା କରୁଛନ୍ତି ମୋହନ ସରକାର । ଯଦି ସରକାର ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବେ ତାହେଲେ ଆଗାମୀ ଦିନରେ ରାଜରାସ୍ତାରେ ନିଆଁ ଜଳିବ । ସମଗ୍ର ଓଡିଶାର ମା’ ମାନେ ରାଜରାସ୍ତାକୁ ଓହ୍ଲାଇବେ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZitem: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Негізгі бет ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର : ବିଜେଡି |
Пікірлер: 38