ମାତ୍ର 9 ବର୍ଷର ରାଜନୈତିକ କ୍ୟାରିୟର। କିନ୍ତୁ ଏହି 9 ବର୍ଷ ଭିତରେ ଯାହା କିଛି ଅନୁଭବ ମହାନ୍ତିଙ୍କୁ ବିଜେଡି ଦଳରୁ ମିଳିଛି, ସେଇ ସୁଯୋଗ ଓ ସୁବିଧା, ବର୍ଷ ବର୍ଷ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କୁ ମିଳିପାରିନାହିଁ। 2013ରେ ଅଭିନେତାରୁ ନେତା ପାଲଟିଥିଲେ ଅନୁଭବ। ଆଉ ଏଥିପାଇଁ ଶାସକ ବିଜେଡି ଦଳକୁ ବାଛିଥିଲେ ଓଲିଉଡ୍ ଷ୍ଟାର।
#OdishaReporter #Odisha #AnubhavMohanty #OllywoodActor #Bjd #PoliticalNews
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaReporteronKZitem
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter
Негізгі бет ଭିଲେନ୍ ବନିଗଲେ ବିଜେଡିର ହିରୋ ? || Anubhav Mohanty Out From Kendrapara Politics || Odisha Reporter
Пікірлер: 320