'ପ୍ରଭୁଙ୍କ ଇଚ୍ଛାରେ ଆମେ ସମସ୍ତେ ବିଧାନସଭାରେ ବସିଛେ ନିଶ୍ଚୟ । ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ବିଜୁ ଜନତା ଦଳ କେଉଁଠି ବସିଛି ଆଉ ବିଜେପି କେଉଁଠି ବସିଛି ତାହା ସମସ୍ତେ ଦେଖୁଛନ୍ତି । ବିରୋଧୀ ବିଧାୟକ ଯେଉଁ କହୁଛନ୍ତି ଆମେ ଏମିତି ନୀତି ବିଭ୍ରାଟ କେବେ ଦେଖିନଥିଲୁ । ତେବେ ମନେପକାଇ ଦେବାକୁ ଚାହୁଁଛି 2015 ମସିହାରେ ହୋଇଥିବା ବ୍ରହ୍ମ ବିଭ୍ରାଟ କାହା ସମୟରେ ହୋଇଥିଲା । ସେ ସମୟରେ ଅନନ୍ତ ଶୟନରେ କିଏ ଶୋଇଥିଲା ତାହା ଓଡ଼ିଶାବାସୀ ଦେଖିଛନ୍ତି ।' ବିଧାନସଭାରେ ବିଜେଡିକୁ ଟାର୍ଗେଟ କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଆଉ କଣ କହୁଛନ୍ତି ଶୁଣନ୍ତୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Tankadhartripathy #bhubaneswar #OdishaAssembly #BJD #BJP
Негізгі бет ବିଧାନସଭାରେ ବିଜେଡିକୁ ଧୋଇଦେଲେ ଟଙ୍କଧର || BJP MLA Tankadhar Tripathy ||Odisha Assembly ||Odisha Reporter
Пікірлер: 326