#ବିଘ୍ନବିନାଶକ_ଜୟ_ଶ୍ରୀ_ଗଣେଶ
ଏହି ଗଣେଶ ପୂଜାରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଗୋଟେ ସୁନ୍ଦର ଗଣେଶ ଭଜନ ଯାହାକୁ ଗାଇଛନ୍ତି ସୁରେଶ କୁମାର ଲେଖା ଓ ସଂଗୀତ ଅଭିରାମ ସାହୁ ଆମର ଆଶା ଆଉ ବିଶ୍ୱାସ ଗୀତ ଟି ଆପଣ ମାନଙ୍କ ମନକୁ ନିଶ୍ଚୟ ଛୁଇଁବ ଗୀତ ଟିକୁ ଆରମ୍ଭ ରୁ ଶେଷ ଯାଏଁ ଶୁଣନ୍ତୁ ଓ ଲାଇକ ସେୟାର କମେଣ୍ଟ କରି ଚାନେଲ କୁ ସବସକ୍ରାଇବ କରନ୍ତୁ.... ଧନ୍ୟବାଦ
#AbhiramProduction #GaneshaBhajan #Bighna_Binasaka_Jay_Shree_Ganesha
Bighna Binasaka Jay Shree Ganesha || Suresh Kumar || Abhiram Sahoo || Ganesha Bhajan || New Song
Audio Credit
Singer-Suresh Kumar
Music-Abhiram Sahoo (9777514194)
Lyric-Abhiram Sahoo
Producer-Damodar Sahoo
Aarengment-Pintu Das
Dubing&Mixing-Sound Waves
Making & Edit-Chiku
Search Related
#SureshKumarSong #SureshKumar #AbhiramProduction #NewBhajan #GaneshPuja #SureshKumarOdiaSong #GaneshBhajan #OdiaBhajan #Bhajan #Ollywood #GaneshPujaSpecial #GaneshPujaDanceSong #DjBhajan #GaneshPuja2024 #NewDjSong #DanceSong #LatestOdiaBhajan #OdishaBhajan #AbhiramSahooVlogs #SureshKumarOdiaBhajan #HumanSagar #ViralSong #ViralBhajan #Odiagita #OdiaGitaBhajan
Lyric
ମହାଦେବ ପୁତ୍ର ତୁମେ ପାର୍ବତୀ ନନ୍ଦନ
ବିଘ୍ନବିନାଶକ ଜୟ ଶ୍ରୀ ଗଣେଶ ୨
ବିଦ୍ୟାଦାତା ତୁମେ ହେ ଗଜାନନ
ମନ ବାଞ୍ଛା ଆମ କର ପୂରଣ
ସତ୍ୟ ପଥେ ଲଢ଼ିବାକୁ ଦିଅ ସାହସ
ବିଘ୍ନବିନାଶକ ଜୟ ଶ୍ରୀ ଗଣେଶ ୨
ହେ ଅଗ୍ରପୂଜ୍ୟ ହେ ବିନାୟକ
ତୁମେ କରିଥାଅ ରିଷ୍ଟ ଖଣ୍ଡନ
ହେ ବୁଦ୍ଧିଦାତା ହେ ସିଦ୍ଧିଦାତା
ପୂଜିଲେ ତୁମକୁ ମିଳେତ ଜ୍ଞାନ
ମୂଷିକ ବାହାନେ ଆସହେ ତୁମେ
ଆବୃଭାବ ହୁଅ ଦେଖିବୁ ଆମେ ୨
ପୂଜୁଛୁ ତୁମକୁ ଆଜି ରହି ଉପାସ
ବିଘ୍ନବିନାଶକ ଜୟ ଶ୍ରୀ ଗଣେଶ ୨
ଗଣପତିବାପା ହେ ରକ୍ଷାକର୍ତା
ତୁମବିନା ଶୂନ୍ୟ ଏହି ସଂସାର
ଚାରିଆଡେ ଆଜି ତୁମରି ବନ୍ଦନା
ବଢି ଚାଲିଥାଉ ଯଶ ତୁମର
ହେ ଲମ୍ବୋଦର ଭାଗ୍ୟବିଧାତା
ଅବାଟରେ ଗଲେ ଦେଖାଅ ରାସ୍ତା ୨
ଭକ୍ତ ଙ୍କୁ ତୁମର କରନାହିଁ ନିରାଶ
ବିଘ୍ନବିନାଶକ ଜୟ ଶ୍ରୀ ଗଣେଶ ୨
Do Like This Studio Version And Share With Your Friends. Comment Your Opinion About This Project .
Don't Forget To SUBSCRIBE Our Channel & Press The Bell Icon For Instant Notification Of New Project
For Any Inquiry
Email-abhiramsahoo251@gmail.Com
Phone- +91(9777514194)
Facebook👉www.facebook.c...
Instagram👉instagram.com/...
My Vlog Channel👉 / @abhiramsahoovlogs
©Abhiram Production 2023
!!---ANTI PIRACY WARNING----!!
This Content Is Copyright To Abhiram Production. Any Unauthorized Reproduction ,Redistribution Or Re-Upload Is Strictly Prohibited Of This Material.Legal Action Will Be Taken Against Those Who Violate The Copyright Of The Following Material Presented
Негізгі бет Bighna Binasaka Jay Shree Ganesha || Suresh Kumar || Abhiram Sahoo || Ganesha Bhajan || New Song
Пікірлер: 5