ବରମୁଣ୍ଡା ପଡିଆରେ ବିଜେଡି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ କରି ରାଜ୍ୟବାସୀଙ୍କୁ ଦେଖାଇଲା ତାର ଶକ୍ତି। ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ, ହେଲେ ଥରୁଟିଏ ବି ବିଜେପିର ନାଁ ନେଇନଥିଲେ । ହେଲେ ଏତେ ବଡ଼ ସଭାର ଆୟୋଜନ କରାଯାଇଥିଲେ ମଧ୍ୟ ଦଳର ମୁଖିଆ ନବୀନ ବାବୁ ସଭାରେ ଉପସ୍ଥିତ ନଥିଲେ। ଅବଶ୍ୟ ଏକ ଭିଡିଓ ମେସେଜ୍ ଦେଇ କର୍ମୀଙ୍କ ମନୋବଳ ବଢାଇଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaReporteronKZitem
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #BJD #Bhubaneswar
Негізгі бет ‘ବିଜେଡିରେ ନବୀନଙ୍କ ଉତ୍ତରାଧିକାରୀ ପାଇଁ ପାଗଭିଡା ‘ | Odisha Reporter
Пікірлер: 159