ବିନା ଚାଉଳ ଯନ୍ତା ରେ ବୁଟ ମୁଗ ଆଉ ବିରି ଡାଲି ରେ ନୂଆ ପ୍ରକାର ପୋଡ଼ ପିଠା |Raja special poda Pitha Odia Recipe
#podapitha #rajaspecial #jyotisodiarecipe #odiarecipe #odiafood #odiapitha #odiafoodies #odia #odisha
Different types of photo Pitha recipes :
Biri suji poda pitha
• ସ୍ଵାଦିଷ୍ଟ ବିରି ସୁଜି ର ...
Biri chaula poda pitha
• ସବୁଠୁ ସହଜ ଓ ସ୍ଵାଦିଷ୍ଟ ...
Pura dia poda pitha
• ବିନା ଚାଉଳ ରେ ବନାନ୍ତୁ ସ...
Suji poda pitha
• ସବୁଠୁ ସହଜ ନରମ ସୁଜି ପୋଡ...
Chaula janta poda pitha
• ରଜ ସଂକ୍ରାନ୍ତି ସ୍ପେଶାଲ ...
Suji janta poda pitha
• ବିନା ଚାଉଳ ରେ ରଜ ସଂକ୍ରା...
Janta amba poda recipe
• ରଜ ସ୍ପେଶାଲ ଚାଉଳ ବଟା ଜନ...
Lau poda pitha
• ରଜ ସ୍ପେଶାଲ ଚାଉଳ ବଟା ଜନ...
Instant chaula poda recipe
• ବିନା ଜନ୍ତୁଣିରେ ରେ କମ ସ...
Muga buta poda pitha
• ବିନା ଚାଉଳ ଯନ୍ତା ରେ ବୁଟ...
Khira poda pitha
• ନରମ କଅଁଳିଆ କ୍ଷୀର ପୋଡ଼ ...
Instant poda pitha
• ନା ଚାଉଳ ଜନ୍ତା ନା ବିରି ...
Masala poda pitha
• ବିନା ଚାଉଳ ଯନ୍ତା ଗୁଡ଼ ଚ...
Strawberry poda pitha
• ବିନା ବିରି ବଟା ଆଉ ଚାଉଳ ...
Mango poda pitha
• ବିନା ବିରି ସୁଜି ରେ କରନ୍...
Rice Cake Odia, odia food, odisha food, poda pitha, janta poda pitha, odia chaula poda pitha, easy poda pitha recipe, how to make poda pitha, poda pitha easy recipe, raja poda pitha, village style poda pitha recipe, how to make recipe, recipe, odia recipe, Odisha food, odia food, odia khaiba, odia pitha, odia mitha, odia foodie, Odisha special food, Odisha special recipe, Odisha special food recipes, odia poda pitha, odia pitha recipe, Odisha pitha recipe, Odisha authentic food, Odia authentic food recipes, Odia authentic recipes, Odia authentic foods, traditional Odia foods, Odia traditional recipes, traditional food of Odisha, authentic food of Odisha,
ବୁଟ ମୁଗ ପୋଡ଼ ପିଠା।
ଆବଶ୍ୟକ ସାମଗ୍ରୀ:-
1.ଅଧା ତାଟିଆ ବୁଟ ଡାଲି।
2.ଅଧା ତାଟିଆ ବିରି ଡାଲି।
3.ଅଧା ତାଟିଆ କଞ୍ଚା ମୁଗ ଡାଲି।
4.ଅଧା ତାଟିଆ ସୁଜି।
5.ଘିଅ ଦୁଇ ଚାମଚ୍ ଓ ଅଧା କପ୍ ଚିନି।
6.ଅଧା ଚାମଚ୍ ଗୁଜୁରାତି ଗୁଣ୍ଡ।
7.ଅଧା ଚାମଚ୍ ଗୋଲୋମରିଚ ଗୁଣ୍ଡ।
8.ଅଧା ତାଟିଆ କୋରା ନଡ଼ିଆ ଓ ଅଧା ତାଟିଆ ଖଣ୍ଡ ନଡ଼ିଆ।
9./୪ ଚାମଚ୍ ଲୁଣ।
ପ୍ରସ୍ତୁତି:-
1. ବୁଟ,ମୁଗ ଓ ବିରି କୁ ପାଣି ରେ ଚାରି ପାଞ୍ଚ ଘଣ୍ଟା ଭିଯାଇଦେବ।
2. ପାଞ୍ଚ ଘଣ୍ଟା ପରେ ଭଲ କରି ଧୋଇ ପାଣି ନ ଦେଇ ଚିକଣ କରି ବାଟି ଦେବା।
3. ଗୋଟେ ବଡ ଜାଗାରେ ଆଣକୁ ଢାଳି ଦେବା।
4. ସୁଜି କୁ ଆଣରେ ମିଶାଇ ଭଲ ଭାବେ ଫେଣ୍ଟି ଦେବା।
5. ୬ ରୁ ୭ ଘଣ୍ଟା ଆଣକୁ ଘୋଡାଇ ରଖିଦେବା।
6. ଗୋଟେ ବଡ କଡ଼େଇ ରେ ଲୁଣ କିଛି ନେଇଯିବା କଡ଼େଇ କୁ ଘୋଡେ଼ଇ କମ ଆଞ୍ଚରେ ପନ୍ଦର ମିନିଟ ଗରମ କରିଦେବା।
7. ଏବେ ଆଣ ରେ ଘିଅ,ଚିନି,ଗୁଜୁରାତି ଗୁଣ୍ଡ,କୋରା ଅଦା,ନଡ଼ିଆ ଓ ଲୁଣ ପକାଇ ଭଲକି ଫେଣ୍ଟି ଦେବା।
8. ଗୋଟିଏ ପ୍ୟାନ ରେ ଘିଅ ମାରି ଏକ ବଟର ପେପର ପକାଇଦେବ।
9. ଆଣ କୁ ପ୍ୟାନ ରେ ଢାଳି ସାଇଜ କରିଦେବା ଓ ତା ଉପରେ କିଛି ଖଣ୍ଡ ନଡ଼ିଆ ପକାଇଦେବ।
10. କଡ଼େଇ ରେ ଏକ ଷ୍ଟାଣ୍ଡ ରଖି ପ୍ୟାନ କୁ ତା ଉପରେ ରଖି ଘୋଡାଇଦେବ ।
11. ମଝିରେ ମଝିରେ ତୁଥପିକ ରେ ଚେକ୍ କରୁଥିବା।
12. ୩୫-୪୦ ମିନିଟ ଭିତରେ ପୋଡ଼ ପୀଠ ପ୍ରସ୍ତୃତ ହେଇଯିବ ।
13. ଥଣ୍ଡା ହେଲା ପରେ ଗୋଟେ ଥାଳି ରେ ଓଲଟାଇ କାଢି ଦିଅ ।
14. ବାସ ପ୍ରସ୍ତୁତ ହୋଇଗଲା ଅତି ସୁନ୍ଦର ଓ ସ୍ଵାଦିଷ୍ଟ ବୁଟ ମୁଗ ପୋଡ଼ ପିଠା।.
Music credit :
Song: Heroes Tonight (feat. Johnning) [NCS Release]
Link: • Janji - Heroes Tonight...
Негізгі бет Тәжірибелік нұсқаулар және стиль ବିନା ଚାଉଳ ଯନ୍ତା ରେ ବୁଟ ମୁଗ ଆଉ ବିରି ଡାଲି ରେ ନୂଆ ପ୍ରକାର ପୋଡ଼ ପିଠା |Raja special poda Pitha Odia Recipe
Пікірлер: 16