ଫାଙ୍କା ପଡୁଥିବା ସରକାରଙ୍କ ଲକ୍ଷ୍ମୀ ବସରେ ଯାତ୍ରୀଙ୍କ ଭିଡ଼ ଜମିବା ପାଇଁ ନୂଆ ଯୋଜନା। ଏଣିକି ଲକ୍ଷ୍ମୀ ବସ କେବଳ ପଞ୍ଚାୟତରୁ ବ୍ଲକକୁ ନ ହୋଇ ସହରକୁ ଗଡ଼ିବ। ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚିବ। ବସରେ ଲୋକେ ଯିବେ ସହରକୁ । ଆଗରୁ କେବଳ ବ୍ଲକ ଭିତରେ ହିଁ ରହିଯାଉଥିଲା ବସ ସବୁ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaReporteronKZitem
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#LaxmiBus #OdishaGovt #NaveenPatnaik #MohanCharanMajhi #OdishaReporter
Негізгі бет BJDର ଲକ୍ଷ୍ମୀ ବସ୍ ହେବ ମୁଖ୍ୟମନ୍ତ୍ରୀ ବସ୍ ! | Laxmi Bus | New CM Mohan Majhi | BJP Govt |Odisha Reporter
Пікірлер: 245