Boirani jatra Vlog (ମା ମହାମାୟୀ )#shubhendublogs #odiavlogs #mahamayatemple #tourvlog #
Mahamayi jatra
*******************************************************
Mahamyi jatra : • Mahamayi jatraସମ୍ପର୍କର...
ବୋଇରାଣୀ ଯାତ୍ରା Vlog : • Boirani jatra Vlog( ଜୟ...
------------------------------------------------------------------------------------------
ମହାମାୟୀ ଯାତ୍ରା ସଂପର୍କ ରେ ସମ୍ପୂର୍ଣ ତଥ୍ୟ ରହିଛି
ଏହା ପ୍ରାୟ 12 ବର୍ଷ ରେ ଥରେ ହୁଏ
ଏଠାରେ ମାଆ ଅଧିଷ୍ଠାତ୍ରୀ ଦେବୀ ମା ମହାମାୟୀ ପୂଜା ପାଆନ୍ତି l
ବହୁ ପୁରାତନ ସମୟରୁ ଏଠାରେ ମାଆ ପୂଜା ପାଆନ୍ତି
ଏହାର ବହୁ କିମ୍ବଦନ୍ତୀ, ପୁରାଣ,ଇତିହାସ,ଲୋକକଥା ରହିଛିl
ଯାତ୍ରା ଦେଖିବା ଆସନ୍ତୁ। ବୋଇରାଣୀ (କବିସୂର୍ଯ୍ୟ ନଗର) ଗଞ୍ଜାମ, ଓଡ଼ିଶା
ଦେଶିବେହେରା ସାହି ରେ ଅସ୍ଥାୟୀ ପୀଠ ରେ ୨୧ ଦିନ ପୂଜା ପାଆନ୍ତି
ଏବଂ ପରବର୍ତ୍ତୀ ସମୟରେ ନିଜର ସ୍ଥାୟୀ ମଣ୍ଡପ ତଥା ମନ୍ଦିର କୁ ପ୍ରତ୍ୟାଗମନ କରିଥାନ୍ତି
ଭକ୍ତଙ୍କ ପ୍ରବଳ ଭିଡ଼ , ପୁଲିସ,ଜିଲ୍ଲା ପ୍ରଶାସନ , ଗ୍ରାମବାସୀ ବୃନ୍ଦ ଗଣ, ଶ୍ରଦ୍ଧାଳୁ ଙ୍କ ସାହାଯ୍ୟ ସହଯୋଗ ରେ ଆନ୍ତରିକ ଭକ୍ତି ସହାୟତା ରେ ଏସବୁ ସଫଳ ରୂପାୟନ ରେ ପରିଣତ ହୋଇ ପାରିଛି l ବାସ୍ତବରେ ଦେଖିବାକୁ ଗଲେ ମାଆ ଙ୍କ କୃପା ରୁ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ସୁନ୍ଦର ରୂପେ ସା ମଣ୍ଡିତ ହୋଇପାରିଛି l
ମାଆ ଙ୍କ ଇତିହାସ ସମ୍ପର୍କରେ ଆମେ ମୂଳ ରୁ ଚୂଳ ଯାଏଁ ସଂଗ୍ରହ କରି ଆପଣଙ୍କୁ ଦେଖେଇଚୁ ,ବହୁତ୍ ପରିଶ୍ରମ ରେ ଆପଣଙ୍କ ପାଇଁ ମାଆ ଙ୍କ ଇତିହାସ ଓ କିମ୍ବଦନ୍ତୀ, ପୁରାଣ ଓ ବର୍ତମାନ ତଥା ଯାତ୍ରା ସଂପର୍କରେ ସୂଚନା ପରିବେଷଣ କରିପାରିଲୁ
KZitem ର କେବଳ ଏହି ଗୋଟିଏ ଚେନେଲ ରେ ହିଁ ଆପଣ ମାଆ ଙ୍କ ସମ୍ପୂର୍ଣ ଇତିହାସ ପାଇପାରିବେ l ଅନ୍ୟ କୌଣସି ଚେନେଲ୍ ରେ ପାଇବେନି ଏହା ଆମର ଗ୍ୟାରେଣ୍ଟି ....... ତେଣୁ ଏହି ସକାଶେ ଆମ ଚେନେଲ ଟିକୁ Like Share Subscribe କରନ୍ତୁ , ଯଦି ମହାମାୟୀ ଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି, ଭଲପାଇବା,ଥାଏ ତାହେଲେ ଏହାକୁ ଆପଣଙ୍କ ସମସ୍ତ WhatsApp, Facebook, Instagram Groups ରେ share କରିବେ ଏବଂ ତା ସହିତ ଗଞ୍ଜାମ ର କଳା ସଂସ୍କୃତି କୁ ବାହାର ଦୁନିଆ ତଥା ସମ୍ପୂର୍ଣ ଭାରତ ଏବଂ ଭାରତ ବାହାରେ ଏହାକୁ ପରିଚିତ କରିବାର ଆମର ଅଭିଯାନ ରେ ଆମକୁ ସହଯୋଗ କରିବା ହେବେ ଓ ମାଆ ମହାମାୟୀ ଙ୍କ ଆଶୀର୍ବାଦ ଲାଭ କରିବା ହେବେ 🙏🌹🙏🌹🙏🌹
**********---------*********-----------************
ତାରା ତାରିଣୀ ପୀଠ - • Tara tarini Vlog#shubh...
************
କାଟୁ ବାଣ ଯାତ୍ରା- • Hinjilicut Bana jatra....
************
କାଟୁ ବାଣ ଯାତ୍ରା ch-2- • Hinjilicut Bana jatra ...
************
New Gimbal - • Digitek 3 axis Gimbal ... g
************
---------------------------------------------
Music credit to -Free Flute background music.
No copyright
Morning flute music royalty free flute music royalty free
Free meditation music relax mind body
#freeflutebackgroundmusic
#morning flute music
#royalty free music
#free flute music
Indian music no copyright
meditation music relax mind body
morning flute music Indian
background music royalty free
Himalayan Flute Music
Mountain Flute, Himalayan Flute
बाँसुरी
Bamboo flute
Nepali Bamboo Flute
Bansuri dhun
mountain flute music
Bamboo Flute Music
Indian Yoga Flute Music
Morning Flute Musi
Flute Meditation Music
Himalayan Music
Nepali Flute Music
nepali instrumental music
morning flute music indian
himalayan music
mountain music
Nepali Morning Music
morning flute
nepali meditation musi
Flute Music, morning music
meditation music
bansuri music
sleep flute dhun
Krishna flute music
krishna flute
Tejinder sir
bmind tsk
himalayan flute music
mountain flute
himalayan flute
बाँसुर
nepali bamboo flute
mountain flute music
bamboo flute music
flute meditation music
himalayan music
nepali flute music
flute music relaxing
morning flute music Indian
nepali morning music
बाँसुरीको धुन
morning flute music
meditation music
mountain music
nepali instrumental music
flute music
flute meditation
Негізгі бет Boirani jatra || History of Mahamayi Devi ||
Пікірлер: 90