ବିଜେଡି ରାଜନୀତିରେ ଯାଜପୁର ଟିମର ଦବଦବା ନେଇ ଏବେ ସବୁଠି ଚର୍ଚ୍ଚା । ଏମାନେ କାଳେ ବିଜେଡିର ସବୁ ଶକ୍ତି ନିଜ ପାଖରେ କେନ୍ଦ୍ରୀଭୂତ କରି ରଖଛନ୍ତି । ତାକୁ ନେଇ ଦଳର କେତେକ ଯାଗାରେ ଆପତ୍ତି ବି ଉଠିଲାଣି । ଧାମନଗର ଉପନିର୍ବାଚନ ଘଟଣା ଏବେ ଯାଜପୁର ଟିମକୁ ଅକଳରେ ପକାଇଛି । ଭଦ୍ରକ ଜିଲ୍ଲାରେ ଧାମନଗର ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ଠାରୁ ବିଜେଡି ଚିଟପଟାଙ୍ଗ ମାରିବା ପର୍ଯ୍ୟନ୍ତ ପୁରା ଅପରେସନ ଯାଜପୁର ଟିମ୍ କରିଥିଲା । କିନ୍ତୁ ତାହା ଫେଲ୍ ମାରିଲା । ଯାହାକୁ ନେଇ ଏବେ ଚିନ୍ତାରେ ଟିମତ ଯାଜପୁର । ଦେଖନ୍ତୁ ଏହି ରିପୋର୍ଟ...
#thequiver #jajpurbjdteam #OdishaPolitics #BJDOdisha #OdishaPolitics #pranabprakashdas #Odisha
Get Touch With Us!
---------------------------
Subscribe "TheQuiverNews" in KZitem! bit.ly/3t9rR5R
Like us in Facebook: / thequivernews
Follow us in Instagram: / thequivernews
Follow us in Twitter: / thequivernews
Visit our website: od.thequiver.in/
Follow us in LinkedIn: / thequivernews
Негізгі бет ଚର୍ଚ୍ଚାରେ ଯାଜପୁର ଟିମ୍ | Speculation About Jajpur BJD Team Political Leaders in Odisha Politics
Пікірлер: 72