SONG CREDITS:
Song: Corona Kheluchi Mrutyu Ra Tandaba - Studio Version
Singer: Humane Sagar
Music: Sagar Sangam
Lyrics: Sagar sangam
Producer : Sagar Sangam
Arrangement : Sagar Sangam
Programming : Sagar Sangam
Mixing & Mastering : Milan Dash
Music Label: Sagar Sangam
ବହୂନୀ ବାହୂନୀ କନ୍ଦୁଚି ସାରା ବିଶ୍ବ ଆଜୀ
ତଥାପି ବୁଝୁନ କେହି corona ଖେଳୁଛି ମୃତ୍ୟୁ ର ତାଣ୍ଡବ
ଘରୁ ନ ବାହାର କେହି
ହେ ଏ ଏ..........
ଜୀବନ ରୁ ଜୁଇ ଯାଏଁ
Corona ଦଉଛୁ ଯନ୍ତ୍ରଣା
ସଂସାର ର ସୁଖ ପାଇଁ
କାନ୍ଦି ଉଠେ ସାରା ଦୁନିଆଁ
ମହାମାରୀ ଆତଙ୍କେ ଆଜି
କନ୍ଦେ ବିଶ୍ଵ ଜୁଇ ସାଜି କଳି
ଯୁଗ ର ତୁ କଳ୍କି ରାଜା
ଜୀବନ ରୁ ଜୁଇ ଯାଏଁ
Corona ଦଉଛୁ ଯନ୍ତ୍ରଣା
ସଂସାର ର ସୁଖ ପାଇଁ
କାନ୍ଦି ଉଠେ ସାରା ଦୁନିଆଁ
ଅନ୍ତରା-୧
ଜଳୁ ଛି ଜୁଇ କାନ୍ଦୁଚି ସଂସାର
ପୁଅ ସବ ନ ପାଇ ବାପା ଦଉଚି
ହୁଙ୍କର
ବାପା ଦଉଚି ହୁଙ୍କାର ....
ଆଘାତ ତୁ ଦେଲା ପରେ ପାଉ କହ କେତେ ଖୁସି
ଲୋଡା ନାହିଁ ଚାରି କାନ୍ଧ
ଲୋଡା ନାହିଁ ଆଉ ଫାଶୀ
କେତେ ଦୁଃଖ ତୁ ଦବୁ
କେତେ ଯନ୍ତ୍ରଣା ଦବୁ
ଏତେ ଜୀବନ ନେଇ କି
ଲାଭ ପାଇ ବୁ
Corona କାଇଁ ବୁଝୂନା
ଜୀବନ ରୁ ଜୁଇ ଯାଏଁ
Corona ଦଉଛୁ ଯନ୍ତ୍ରଣା
ସଂସାର ର ସୁଖ ପାଇଁ
କାନ୍ଦି ଉଠେ ସାରା ଦୁନିଆଁ
ଅନ୍ତରା-୨
ଭାବି ଥିଲି ସହି ଯିବି ଏଇ
ଦୁଃଖ ମୁହୁର୍ତ ରେ
ସହିବାର ଶକ୍ତି ନାହିଁ ଏଇ ଛୋଟ ହୃଦୟ ରେ
ଏବେ ବେପାର ନାହିଁ
ଏବେ ସ୍କୁଲ୍ ଭି ନାହିଁ
ଏବେ ଅଫିସ୍ ଭି ନାହିଁ
ଏବେ କଲେଜ୍ ଭି ନାହିଁ
Corona କାଇଁ ବୁଝୁନା
ଜୀବନ ରୁ ଜୁଇ ଯାଏଁ
Corona ଦଉଛୁ ଯନ୍ତ୍ରଣା
ସଂସାର ର ସୁଖ ପାଇଁ
କାନ୍ଦି ଉଠେ ସାରା ଦୁନିଆଁ
#Sagar_Sangam_Live #Humane_Sagar_Songs
ANTI-PIRACY WARNING *
This content is Copyright to sagar Sangam Live Production Production. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
Негізгі бет Музыка Corona Kheluchi Mrutyu Ra Tandaba | Humane Sagar | New Odia Corona Awareness Song |Odia Music Video|
Пікірлер: 1,9 М.