ପଶ୍ଚିମ ଓଡ଼ିଶାନୁ ବାହାରିଥିବାର୍ ସବୁଠାନୁ ବିଖ୍ୟାତ୍ , ଚର୍ଚ୍ଚିତ୍ , ଲୋକ୍ ମାନକଁର୍ ମନ୍ କେ ଛିଁ ଥିବାର୍ ବଡା ସୁନ୍ଦର ଗୀତ୍ ହେଉଛେ ‘ରଙ୍ଗବତୀ’ । ରଙ୍ଗବତୀ ଲୁକକୁଁ ନଚଉଥିଲା, ଆଏଜ୍ ବି ନଚଉଛେ ଆର୍ ଆଗକେ ନଚଉଥିବା । ଇ ଗୀତ୍ ବାଜଲେ ଦୁନିଆନେ ଏନ୍ତା ଲୋକ୍ ନାଇଁ ଥିବେ ଯାହାର ମନ୍ ନାଇଁ ହୁଏ ନାଚବାର ଲାଗି । ଗୀତ୍ ସୁନଲେ ଏକା ଆପେ ଆପେ ହାତ୍ ଗୋଡ ହଲିଯାଏସି । ତ ଏନ୍ତା ଗୁଟେ ଗୀତ୍ ଯେନଟା କେଭେ ପୁରନା ନାଇଁ ହେଇ । ତ ସେ ଗୀତ୍ ଜନମ୍ କେନ୍ତା କରି ହେଲା ଦେଖମା ଆଜିର ଭିଡିଓନେ ।
Note- We used few sec of Rangbati re Rangbati Song, bcos without it our video was incomplete! If still any one has issues pls write us to before giving strike! Email paharaa24x7@gmail.com
Song
Rangabati Re Rangabati
Lyrics
Mitrabhanu Gountia
Artist
Jitendriya Haripal, Krishna Patel
Album
Sambalpuri Folk Song
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on KZitem, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
Негізгі бет ଦେଶ୍ ଦୁନିଆର ପସନ୍ଦ୍ ଆଇକନିକ୍ ଗୀତ୍ ‘ରଙ୍ଗବତୀ’ ଜନମ୍ କେନ୍ତା ହେଲା
Пікірлер: 53