Dekhaheba Kou Janama re || ଦେଖାହେବ କୋଉ ଜନମରେ || Humane Sagar New Sad Song || 90's Song is Back again||Milan Music Jodi Mahuri Song|| Humane sagar Jodi Mahuri song
Milan Music just released a New Sad number which is sang by the Dynamic Odia Versatile singer Humane Sagar which is penned by Priti Ranjan Nayak and music composing by Suresh Panda..
This song is completely made for the Broken Heart Reels maker and And The 90's listener and you can taste the flavor of 90's odisha.. Hope all are enjoy this track ...thank you..
Hashtag:-
#milanmusic #humanesagarnewsadsong #newromanticodiasong #odianewsadsong#brokenheartstatus #reelsinstagram #dekhahebakoujanamare #sureshpandanewsadsong #pritiranjannayak
►►►►►► Song Credits ◄◄◄◄◄◄
✽ Song: Dekha Heba Kou Janamare
✽ Album no: MM-016
✽ Language - Odia
✽ Lyrics: Pritiranjan Nayak
✽ Music : Suresh Panda
✽ Singer:Humane Sagar
✽ Rhythm and Keyboard :- Muna & Suman
✽ Sound Engineer: Shakti Bhai(MRR)
✽ Special Thanks: ଆମ ଓଡ଼ିଆ ଶ୍ରୋତା ବନ୍ଧୁ
✽ Special Promoter : Biman (Batu) & Nyra Ranjan
✽ Production House: Roshni Digital World,Malahunka, Kujang, Jagatsinghpur,Odisha
✽ Sound Dubbing & Mixing :MRR Studio , CTC
✽ Dop & Visual Mixing: Mr.Prasant
✽ Produced By-Roshni digital world, Kujang, Jagatsinghpur
📱For official contact- 7008511523 / 9438034174 (whatsapp)
9583511523/ 7377511523 /
►►►►►► ♪ Full Song Available on ♪ ◄◄◄◄
premium audio streaming link for Vip -
► make reels in your Insta :: / 1887053431767843
► wink music
► jio savon:
► gaana:
► Spotify:
► resso:
► Amazon Prime Music:
► Boom play Music:
► Apple Music:
► KZitem Music:
and all digital store...
Lyrics:-
ଯୋଡ଼ି ମହୁରୀ ମୋ ବାଜିଲାନି .. ତୋ ସାହାନାଇ ଶୁଭିଲାଣି
ମୋ ସଙ୍ଗାଡି ବନ୍ଧା ସରିନି ..ତୋ ସବାରୀ ସଜା ହେଲାଣି
ତୋ ସବା ରୀ ସଜ ହେଲାଣି
ଯୋଡ଼ି ମହୁରୀ ମୋ ବାଜିଲାନି
ତୋ ସାହନାଇ ସେଠି ସୁଭିଲାଣି
ମୋ ପାଇଁ ସଙ୍ଗାଡି ବାନ୍ଧିଲେଣି
ତୋ ଫୁଲ ସବାରୀ ସଜ ହେଲାଣି
ଓ.. କହିଜା ଲୋ କୋଉ ଭୁଲ୍ ପାଇଁ ଶା
ସ୍ତି ଦେଲୁ ଏତେ ଭଲ ପାଇ
ବିଦାୟ ବେଳରେ ବଉଳ ପାଟରେ
ଦେଖିପାରିବିନି ତତେ ଆଉ କା ସାଥିରେ
ମୋ ପ୍ରେମ ଯଦି ସତ ଥିବ ଏଇ ଜୀବନରେ...
ପୁଣି ଦେଖା ହେବ କୋଉ ଜନମରେ(୪)
ଏଇ ହାତ ଧରି ବାଟ ଚାଲୁଥିଲୁ ଆଉ କା ହାତ ତୁ କେମିତି ବାଛିଲୁ
ଏଇ ବାଟ ଦେଇ କେତେ ଆସୁଥିଲୁ ଚିହ୍ନା ବାଟ ସବୁ କେମିତି ଭୁଲିଲୁ
ପ୍ରଥମ ପ୍ରେମର ପହିଲି ଚିଠି କୁ କାଲି ପଢ଼ୁଥିଲି ଆଜି ବି ପଢୁଛି
ଯେତେ ବୁଝାଇଲେ ମନ ବୁଝେନାହିଁ ମୋ ପ୍ରେମ ବାଜିରେ ହାରି ଯାଇଛି
ବଜାର ସଉଦା ମୋ ପ୍ରେମ ତୋ ପାଇଁ ହଜାରେ ସପନ ଦେଖୁଥିଲି ତତେ ନେଇ
ମୋ ପାଇଁ ଯଦି ଜାଗା ଟିକେ ଥିବ ହୃଦୟରେ
ପୁଣି ଦେଖା ହେବ କୋଉ ଜନମ ରେ(୨)
ନାଲି ଟିପା ଟିପା କୁକୁମ ନାଇବୁ ଦୋଳ ମୁକୁଟ ତୁ କା ପାଇଁ ବାନ୍ଧିବୁ
ବଉଳ ବେଦିରେ ହାତ ଗଣ୍ଠି ପରେ ଆମ ପ୍ରେମ ଗପ ଥିଲା ଭାବି ଭୁଲିଯିବୁ
ଜଳୁ ଥିବ ଯଦି ଯୁଇ ମୋ ଗାଁ ରେ ଦେଖିନବୁ ପ୍ରିୟା ଥରେ ଓଢଣା ଫାଙ୍କରେ
ଦରଦୀ ମନରେ ତୋ ଦୁଇ ଆଖିରୁ ଢାଳି ବୁ ଲୁହ ଦୁଇ ଟୋପା ମୋ ପାଇଁ ରେ
ମୋ ପ୍ରେମ ତୋ ପାଇଁ ଭଙ୍ଗା ପାନ୍ଥଶାଳା ରାଜ ମହଲ ଟେ ପ୍ରିୟା ତୋ ଲାଗିଲୋ ତୋଳା
ତୋ ପାଇଁ ବୋଧେ ରୋଷଣୀ ଜାଳିବା ନଥିଲା ଭାଗ୍ୟରେ
ଓ ଓ.. ପୁଣି ଦେଖା ହେବ..ପୁଣି ଦେଖା ହେବ କୋଉ ଜନମ ରେ(୪)
►►►►► ► Copyright Disclaimer ◄◄◄◄◄◄
The Copyright of The Above Mentioned Content is Owned By ©Milan Music. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject To Copyright Claims & Legal Action Against those Violating The Copyright of This Content.
►►►►►► ►►►►►► THANK YOU ►►►►►► ►►►►►►
Негізгі бет Музыка Dekhaheba Kou Janama re || ଦେଖାହେବ କୋଉ ଜନମରେ || Humane Sagar New Sad Song || 90's Song is Back again
Пікірлер: 116