ଦ୍ଵାର ଫିଟା ନୀତି
ଆଜି ର ବିଷୟ
ଆପଣ ମାନେ ଜାଣିଥିବେ ପ୍ରତ୍ୟେକ ମନ୍ଦିରରେ ପ୍ରଥମ ମଙ୍ଗଳ ଆରତୀ ହୋଇଥାଏ। କିନ୍ତୁ ଆମ ଜଗନ୍ନାଥ ମନ୍ଦିର ସଂପୂର୍ଣ୍ଣ ଅଲଗା ଏଠୀ ପ୍ରଥମେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଥମେ ସିଂହଦ୍ଵାର ଫିଟି ଥାଏ। ପୂର୍ବ ରାତ୍ର ରୁ ସବୁ ଦ୍ଵାର ବନ୍ଦ ଥାଏ। ଭିତରଛ ମହାପାତ୍ର ଏକା ଏକ ସେବକ ଆସିଥାନ୍ତି। ତାପରେ ସିଂହ ଦ୍ଵାର ଫିଟାଯାଇଥାଏ। ଏହାପରେ ଅନ୍ୟ ଦ୍ଵାର phitajaithae। କିନ୍ତୁ ନାଟ ମଣ୍ଡପ ଓ ଜଗମୋହନ କୁ ସଂଯୋଗ କରିଥିବା ଜୟ ବିଜୟ ଦ୍ଵାର ବନ୍ଦ ହୋଇଥାଏ। ସେଠୀ 5ଜଣ ସେବକ ଙ୍କ ଉପସ୍ଥିତି ନିଶ୍ଚିନ୍ତ। ଯୋଉ ଯାଏ ସେ 5ଜଣ ଆସିନଥାନ୍ତି । ସେ ଯାଏ ଜୟ ବିଜୟ ଦ୍ଵାର ଫିଟା ଯାଏ ନାହିଁ। ସେ 5ଜଣ - ଅଖଣ୍ଡ ମେକାପ, ପାଳିଆ ମେକାପ, ବଡଦୁଆର ପ୍ରତିହାରୀ, ଭିତର୍ଛ ମହାପାତ୍ରେ, ପାଳିଆ ମୁଦୁଲି ଆସନ୍ତି। ସେଠୀ ଭିତର୍ଚ୍ଛ ଜୟ ବିଜୟ ଦ୍ଵାର ଉଦ୍ଦେଶ୍ୟ ରେ ନିର୍ଦ୍ଦେଶ ଦିଅନ୍ତି କହନ୍ତି ମୁଦ ଖୋଲ ପ୍ରତିହାରୀ ଚାବି ଖୋଲ ପାଳିଆ ମୁଦୁଲି, ସେମାନେ ପରଖନ୍ତି ମୁଦ, ତା ପରେ ସେମାନେ ଜୟ ବିଜୟ ଦ୍ଵାରର ଗୋଟିଏ ପାର୍ଶ୍ଵ କବାଟ ଖୋଲି ଭିତରକୁ ଯାଆନ୍ତି। ଭିତର ପୁରା ଅନ୍ଧକାର ଥାଏ, ସେତିକି ବେଳ ସେମାନଙ୍କୁ ଅଖଣ୍ଡ ଦୀପ ଦେଇଥାନ୍ତି ଅଖଣ୍ଡ ମେକାପ। ଏହା ପରେ ସେମାନେ ଭିତର ଶୋଧ କରିଥାନ୍ତି, କାଳେ ଜଗମୋହନ ରେ କୋଉଠି kn ପଡ଼ିଥିବ ସେଥିପାଇଁ। ଏହା ପରେ କଳାହାଟ ଦ୍ବାର ପାଖକୁ ଯାଆନ୍ତି ପୁଣି ଭିତରଛ ନିର୍ଦ୍ଦେଶ ଦିଅନ୍ତି ପ୍ରତିହାରୀ ମୁଦ୍ ଖୋଲ ପାଳିଆ ମୁଦୁଲି ଚାବି ଖୋଲ ଏହା ପରେ ଅଳ୍ପ tk ଦ୍ଵାର ଫିଟେଇ ମଣିମା ଡାକ ଦେଇ ପ୍ରଭୁ ଙ୍କୁ ଉଠେଇ ଥାଆନ୍ତି। ତ୍ରୁଟି ଥିଲେ କ୍ଷମା ଜୟ ଜଗନ୍ନାଥ
Detail of Dwarphitaniti & Mangalarati ମହାପ୍ରଭୁଙ୍କ ଦ୍ୱାରଫିଟାନୀତି, ମଙ୍ଗଳଆରତୀର ସମ୍ପୂର୍ଣ୍ଣ ବିବରଣୀ #jayjagannath #odisha #puri #shrimandir #shriketra #dwarphitaniti #Mangalarati
Негізгі бет #Detail
Пікірлер: 9