#ସ୍ତ୍ରୀଙ୍କ_ସ୍ମୃତିରେ
#ଘରକୁ_ଫେରିଲେ_ମୋ_ମା'
କିଛି ସମୟ ପାଇଁ ଆପଣଙ୍କ ଆଖିକୁ ବି ସତ ସତିଆ ମଣିଷ ଭଳି ଦେଖାଯାଉଥିବ । ହେଲେ ତାହା ନୁହେଁ। ସ୍ତ୍ରୀଙ୍କ ପରଲୋକ ପରେ ବି ପ୍ରେମ ଅନ୍ତ ହୋଇନାହିଁ। ପ୍ରାୟ 8 ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ତ୍ରୀଙ୍କ ଅବିକଳରେ ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି ସ୍ବାମୀ ପ୍ରଶାନ୍ତ । ବ୍ରହ୍ମପୁରର ବ୍ୟବସାୟୀ ପ୍ରଶାନ୍ତ ପତ୍ନୀ କିରଣ ମାଲାଙ୍କ ବିୟୋଗ ପରେ ଏଭଳି ମୂର୍ତ୍ତି ନିର୍ମାଣ କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Ganjam #Idol #Wife #Love #Mothers
Негізгі бет ଧୋକା ଖାଇଯିବ ଆଖି,ସ୍ତ୍ରୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି | Odisha Reporter
Пікірлер: 5