JAMES NAG MUSIC PRESENTS
DHANYABADO HEU PROBHU TUMO NAMO
SINGER-MARKO KANDPAN & JHUNI KHOSLA
LYRICS-MARKO KANDPAN
MUSIC -SUASANTA KHOSLA
CAMERA & EDIT -BIREN [9556848323]
RECORDING-SK STUDIO DAMANJODI
SPECIAL THANKS- MANSING BHAI & BONU SUNA
{ PRODUCER} [DHANSINGH NAG 6303583837]
ଧନ୍ୟବାଦ ହେଉ ପ୍ରଭୁ ତୁମ୍ଭ ନାମ
ପ୍ରଶଂସା ହେଉ ପ୍ରଭୁ ତୁମରି ନାମ
ଧନ୍ୟବାଦ ହେଉ (2ଥର)
ଧନ୍ୟବାଦ ହେଉ ପ୍ରଭୁ ତୁମରି ନାମ
ହା.... ହାଲେଲ୍ଲୁୟା ହା.... ହେଲେଲ୍ଲୁୟା (2ଥର)
* ଜଗତର ସୃଷ୍ଟି କର୍ତା ତୁମେ
ମାନବର ମୁକ୍ତି ଦାତା ତୁମେ
ତୁମେ ଆରମ୍ଭ ଓ ଶେଷ ଆଳକ ଜଗତର
ତୁମେ ଆଦି ଓ ଅନ୍ତ... (2ଥର)
* ଜଗତ କୁ ଏଡେ ପ୍ରେମ କଲ
ପାପି ପାଇଁ କୃଶରେ ଚଡ଼ିଲ
ତୁମ ପରି ପ୍ରେମ ପ୍ରଭୁ ମା ବାପା କରିବେନି
ଦେଲ ଅନନ୍ତ ଜୀବନ... (2ଥର)
LATEST NEW ODIA WORSHIP SONG
PLESE LISTEN AND SHARE TO ALL
HEART TOUCHING ODIA CHRISTIAN SONG
ITS ON PRAISE TO GOD
#MARKOKANDPAN
#JHUNIKHOSLA
#ODIAWORSHIPSONG
#CHRISTIANSONG
#JESUSSONG
#ODIAJESUSSONG
#MANSINGNAG
#SUSANTAKHOSLA
Негізгі бет DHANYABADO HEU PROBHU /SINGER-MARKO KANDPAN & JUNI KHOSLA/LATEST NE ODIA WORSHIP SONG
Пікірлер: 385