ଦୁଇ ବର୍ଷ ପରଠୁଁ ପିଲାଙ୍କ ବିକାଶ ପ୍ରତି ସତର୍କ ରୁହନ୍ତୁ | Tips for Monitoring Development of 2yrs+ Child (Epd -21)
ପିଲାଙ୍କ ବୟସ ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ହେଲେ ସେମାନଙ୍କର ସ୍ୱାଭାବିକ ଓ ଅସ୍ୱାଭାବିକ ଆଚରଣକୁ ମା' ତଥା ଘରର ଅନ୍ୟ ସଦସ୍ୟ ମାନେ ନିରୀକ୍ଷଣ କରିବା ଦରକାର l କୌଣସି ଅସ୍ୱାଭିକତା ପରିଲକ୍ଷିତ ହେଲେ ତହିଁର ପ୍ରତିକାର ତୁରନ୍ତ କରାଯିବା ଉଚିତ ବୋଲି କହିଛନ୍ତି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l
Santan Clinic, Saheed Nagar, Bhubaneswar.
Contact Number - 9937008000
---
Subscribe (free) to our channel for more videos - kzitem.info?s...
ଆମ ସହ ଯୋଡି ହୋଇରହିବା ପାଇଁ ଆମ ସୋସିଆଲ ପ୍ରୋଫାଇଲ କୁ Like କିଂବା Follow କରନ୍ତୁ
Facebook - /
Twitter - / sankalptv
Instagram - / sankalp.tv
ବିଶେଷ ସୂଚନା : ଏହି ଅଧ୍ୟାୟରେ ବର୍ଣ୍ଣିତ ବିଷୟ ଓ ମତାମତ ସମ୍ପୃକ୍ତ ଡାକ୍ତରଙ୍କ ନିଜସ୍ୱ l ଏହାର କୋୖଣସି ସମ୍ଭାବ୍ୟ ପ୍ରଭାବ ପାଇଁ ସଂକଳ୍ପ ଟିଭି ବା ଏହାର କୌଣସି କର୍ମଚାରୀଙ୍କୁ ଦାୟୀ କରାଯାଇ ପାରିବନି l ପରାମର୍ଶ ଗ୍ରହଣ କରିବା ନକରିବା ଆପଣଙ୍କ ଇଛା ଉପରେ ନିର୍ଭର କରେ l
---
#babycaretips #doctorsadvice #Disabilities #sankalptv
Негізгі бет ଦୁଇ ବର୍ଷ ପରଠୁଁ ପିଲାଙ୍କ ବିକାଶ ପ୍ରତି ସତର୍କ ରୁହନ୍ତୁ | Monitoring Development of 2yrs+ Child (Epd -21)
Пікірлер: 32