PAUL SALMAN MUSIC KZitem CHANNEL ତରଫରୁ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ।
କ୍ଷଣିକ ଜୀବନ କୁ ଆଧାରିତ କରି ଏକ ସୁନ୍ଦର ଚେତନା ମୂଳକ ସଙ୍ଗୀତ PAUL SALMAN MUSIC KZitem CHANNEL ତରଫରୁ ପ୍ରସ୍ତୁତ କରାଯାଇଅଛି । ପ୍ରଭୁ ଯୀଶୁଙ୍କ ସାହାଯ୍ୟରେ ମୁଁ SOLMAN PAUL ଏହି ଗୀତ କୁ ଗାଇଛି ଗୀତର composition ଏବଂ lyrics brother SALEM LIMA କରିଛନ୍ତି।
ଗୀତ କୁ ଶୁଣନ୍ତୁ ନିଶ୍ଚିତ ଭଲ ଲାଗିବ ପୁଣି ଆପଣଙ୍କ ଜୀବନରେ ଏକ ସୁନ୍ଦର ପ୍ରେରଣା ଆଣିଦେବ।
ଗୀତକୁ ଅନ୍ୟମାନେ ମଧ୍ୟ ଯେପରି ଶୁଣି ପାରିବେ ସେଥିନିମନ୍ତେ SHARE କରିବା ସହିତ ଗୀତକୁ LIKE, COMMENT AND SUBSCRIBE କରିବାକୁ ଭୁଳିବେନି।
🎵Full Lyrics :
ଏ ଜୀବନ....ଏକ....ବାଲିଘର....(x2)
ଜୀବନ ଅଟେ ଅଳ୍ପଦିନର..
ଏ ଜୀବନ ଏକ ବାଲିଘର (X2)
ତୋ ଜୀବନ ଅଟେ ଅଳ୍ପଦିନର
ଶୁଣିଯା ବନ୍ଧୁ ତୁ ଏଥର
ମାନିଯା ବନ୍ଧୁ ତୁ ଏଥର
ଏ ଜୀବନ.......ଏକ ବାଲିଘର
ହଁ ବାଲିଘର (x2)
ଜୀବନ ଅଟେ ଅଳ୍ପଦିନର
***
ପାଷାଣ ଯେବେ ଯୀଶୁ ତୋହର
ସୁଖେ ବିତିବ ଦିନ ତୋହର
ଝଡ଼ ବତାସ ମାଡ଼ି ଆସିଲେ
ଭୟ ରହିବନି ପ୍ରାଣେ ତୋର (x2)
ଏ ଜୀବନ.... ଏ ଜୀବନ ଦିନେ ହେବ ପର
ହଁ ହେବ ପର , ହେବ ପର
ଜୀବନ ଦିନେ ହେବ ପର
ଜୀବନ ଅଟେ ଅଳ୍ପଦିନର
***
ବାକ୍ୟ ଯେବେ ପାଳନ ନ କର
ମୁର୍ଖ ସଦୃଶ୍ୟ ଜୀବନ ତୋର
ବତାସ ଯେବେ ଦିନେ ବହିବ
ବାଲିରୁପ ଜୀବନ ହୋଇବ
ତୋ ଜୀବନ ବନ୍ଧୁ ଯୀଶୁଙ୍କର
ହଁ ଯୀଶୁଙ୍କର ମୋ ଯୀଶୁଙ୍କର
ଫେରିଆ ବନ୍ଧୁ ତୁ ଏଥର
ହୋଇଯା ବନ୍ଧୁ ଯୀଶୁଙ୍କର
ଜୀବନ ଅଟେ ଅଳ୍ପ ଦିନର
ଫେରିଆ ବନ୍ଧୁ ତୁ ଏଥର
SONG CREDITS :
🎵 Song : ଏ ଜୀବନ ଅଟେ ଅଳ୍ପ ଦିନର
🎵 Singer : Salman Paul
Contact : (8280628830)
🎵Compose & Lyrics: Salem Lima
🎵 Music Arrangements: Kumar Mantu
🎵 Producer : Solomon Limma
🎵Studio : MRR Cuttack
🎵 Camera : Digital Crew
🎵 Subtitle Edit : Srikant paricha
🎵 Special thanks To : Salim pani , Sangram paricha , Bunty pani
#ejibanaatealapadinara #ejibanaatealapadinarasong2024 #ejibanaatealapadinarasong
#christiansong #latestchristiansong #salmanpaul #jesuschrist #newchristiansong #newchristiansong2024 #jesuscomingsoon #latestchristiansong2024 #jesussong #christianmarriagesong #christiansong #odiachirstiansonh2024 #latestodiachristiansongs #superhitchristiansong2024
#jesuschristsong2024
Anti privacy
This is the Copyright Content of Paul Salman Christian ✝️Any re-upload (Audio or Video ) is Strictly Prohibited 🚫 of this content. Legal Action will be Taken against those who violate the Copyright of this Content!!!🙏🏻🙏🏻🙏🏻
Негізгі бет E jibana ate alapa dinara // ଏ ଜୀବନ ଅଟେ ଅଳ୍ପ ଦିନର // Salman Paul /Salem Lima /Kumar Mantu /song2024
Пікірлер: 335