#ସୁର_ଖୋଲିଦେଲେ_ପାଣ୍ଡିଆନଙ୍କ_ଭିତିରି_ଗୁମର
କଂଗ୍ରେସରୁ ବାହାର କରିଦେବା ପରେ ସୁର ବାବୁ ଏବେ ନିର୍ଦଳୀୟ। ନିଜ ପୁଅ ପାଇଁ ତାଙ୍କର ଏହି ଅବସ୍ଥା। କାହିଁକି ହାରିଲେ ମନ୍ମଥ ? ଏଥିପାଇଁ କାରଣ କ’ଣ ? ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ? ଏ କଥା ଆମକୁ ଖୋଲି କହିଛନ୍ତି ସୁର। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ। ତାଙ୍କୁ କଣ କହିଲେ ନବୀନ ଓ ପାଣ୍ଡିଆନ ? ଶୁଣନ୍ତୁ ଏହି ସାକ୍ଷାତକାରରେ…..Sura Routray
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ExclusiveInterview #SuraRoutray #Jatani #ManmathRoutray #SidharthRoutray #BhubaneswarMPCandidate #JataniMLACandidate #Congress #BJP #BJD #VKPandia #NaveenPattniak #Exclusive_Interview_With_Suresh_Routray #podcasting #PodcastSURA #podcastinterview #PodcastWithSura
Негізгі бет Exclusive Interview With Sura Routray | Odisha Reporter
Пікірлер: 100