ଆଜି ଚୈତ୍ର ଶୁକ୍ଳ ଏକାଦଶୀ ତିଥି | ଏହି ଏକାଦଶୀକୁ କାମଦା / ଫଳଦା ଏକାଦଶୀ କୁହାଯାଏ। ପ୍ରାଚୀନକାଳରେ ଭୋଗପୁରୀ ନଗରରେ ଐଶ୍ୱର୍ଯ୍ୟରେ ଭରା ରାଜା ପୁଣ୍ଡରିକ ଶାସନ କରୁଥିଲେ। ଥରେ ପୁଣ୍ଡରିକଙ୍କ ରାଜସଭାରେ ଗନ୍ଧର୍ବମାନଙ୍କ ସହିତ ଲଳିତ ଗୀତ ଗାଉଥିଲେ । ଲଳିତ ଗୀତ ଗାଉଥିବା ବେଳେ ପତ୍ନୀ ଲଳିତାଙ୍କୁ ଧ୍ୟାନ କରି ଗୀତର ଲୟ ଭାଙ୍ଗିଦେଲେ। କାର୍କୋଟ ନାମକ ନାଗ ଗୀତର ଲୟ ଭଙ୍ଗ ହେବା ଜାଣିପାରି ରାଜାଙ୍କୁ ସୂଚାଇଦେଲେ । ରାଜା କ୍ରୋଧହୋଇ ଲଳିତଙ୍କୁ କହିଲେ ମୋ ସମ୍ମୁଖରେ ଗୀତ ଗାଉଥିବା ବେଳେ ପତ୍ନୀଙ୍କୁ ସ୍ମରଣ କରୁଛ... ତୁମେ ରାକ୍ଷସ ହୁଅ। ପୁଣ୍ଡରିକଙ୍କ ଅଭିଶାପରେ ଲଳିତ ରାକ୍ଷସ ହୋଇ ବଣଜଙ୍ଗଲରେ ବୁଲିବାକୁ ଲାଗିଲେ ଲଳିତା ସ୍ୱାମୀଙ୍କ ପଛେପଛେ ଯାଇ ବିନ୍ଧ୍ୟାଞ୍ଚଳ ପର୍ବତରେ ପହଞ୍ଚିଲେ। ସେଠାରେ ଶୃଙ୍ଗିଋଷିଙ୍କ ଆଶ୍ରମକୁ ଯାଇ ଋଷିଙ୍କୁ ଭେଟି ଲଳିତା ନିଜର ଦୁଃଖ ବଖାଣିଲେ। ଋଷି ସମସ୍ତ କଥା ଶୁଣି କହିଲେ ହେ ଗନ୍ଧର୍ବ କନ୍ୟା, ଏବେ ଚୈତ୍ର ଶୁକ୍ଳ ଏକାଦଶୀ ଆସୁଛି । ଏହି ଏକାଦଶୀ ବ୍ରତ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହେବ। ଏହାର ପୁଣ୍ୟରୁ ସ୍ୱାମୀ ଶିଘ୍ର ମୁକ୍ତି ହେବେ। ଲଳିତା ବିଧିବଦ୍ଧ ଭାବେ ଏକାଦଶୀ ବ୍ରତ ପାଳନ କଲେ। ସ୍ୱାମୀ ରାକ୍ଷସମୁକ୍ତ ହୋଇ ସାଧାରଣ ପୁରୁଷ ରୂପ ଫେରି ଆସିଲେ। ଏହି ବ୍ରତ କରିବାଦ୍ୱାରା ସେମାନେ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥିଲେ।
Song : Kamada Ekadashi Gahani
Singer : Manasi Patra
Lyrics : Dilip Kumar Sahoo
Music Director : Saroj Ratha
Video Artist : Manasi Patra
Album : Kamada Ekadashi Gahani
Album No : SM - 5177
Music Label : Sidharth Music
--------------------------
♪ Full Song Available on ♪
JioSaavn :
Wynk :
Gaana :
Apple Music :
Amazon Prime Music :
iTunes :
Spotify :
---------------------------------------------------
Watch & Subscribe to our other KZitem Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
-----------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
-----------------------------------------------------
#OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal
Негізгі бет Gahani - Kamada Ekadashi - ଗାହାଣୀ - କାମଦା / ଫଳଦା ଏକାଦଶୀ | Manasi Patra |ଚିତ୍ରମୟ ଚୈତ୍ରର ଅପୂର୍ବ କାନ୍ତି
Пікірлер: 12