Song: Under The Tree
Artist: Owl Nest
Music by: CreatorMix.com
Recipe -Paneer Butter masala
Paneer -500
Onion -2big
Tamato -1
Kaju-8
Garlic -10
Ginger -1/2 inch
Capcicum -1
ପ୍ରଥମେ ପିଆଜ,ରସୁଣ, ଅଦା, ଟମାଟୋ ଓ କାଜୁ କୁ ଭଲ ସେ ଭାଜି ନେବେ ତା ପରେ ତାକୁ ଥଣ୍ଡା କରି ମସଲା ର ଏକ ପେଷ୍ଟ ବନେଇନେବେ। ତପରେ କଢ଼େଇ ରେ ତେଲ ଗରମ କରି ସେଥିରେ ଗୋଟେ ତେଜପତ୍ର ଓ ଡାଲଚିନି ଦେଇ capcicum କୁ ଭାଜିନେବେ। ତାପରେ ବାଟି ରଖିଥିବା ମସଲା କୁ ଦେଇ ଭଲ ସେ ମିଶେଇ ନେବେ ତାପରେ ପନୀର ଓ ମଟର ଦେଇ ମିସେଇବେ ତାପରେ ପାଣି ଦେଇ ଟିକେ ଫୁଟାଇବାକୁ ଛାଡିବେ। ପାଣି ଫୁଟିଆସିଲେ ସେଥିରେ ଆଉ ଟିକେ ବଟର କସତୁରୀ ମେଥି ପତ୍ର dhania ପତ୍ର ଦେଇ ମିଶେଇ ନେବେ ଶେଷ ରେ ଟିକେ ଫ୍ରେସ୍ cream ଦେଇ ପରିବେଷଣ କରନ୍ତୁ।paneer butter masala #dailyvlogs #food #cooking #foodie #banglore #paneerrecipe#guest #paneerbuttermasala
Негізгі бет ଘର କୁ ଆସିଲେ special' ଅତିଥି। ପାନୀର ବଟର ମସଲା ଶହ ସ୍ଵାଦିଷ୍ଟ କ୍ଷୀରି।Trishan paila ସୁନ୍ଦର ଉପହାର 😍😍
Пікірлер: 9