KZ
item
Негізгі бет
Трендинг
Журнал
Ұнаған бейнелер
Ең жақсы KZitem
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Кіру
Тіркелу
Кіру
Тіркелу
Негізгі бет
Трендинг
Журнал
Ұнаған бейнелер
Ең жақсы KZitem
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Негізгі бет
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
Күн бұрын
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
Рет қаралды
425,055
VASTU SACHETANATA
1
1
Жүктеу
Пікірлер: 684
@deviprasadmohapatra3031
3 жыл бұрын
ପ୍ରତିକାର ପାଇଁ ଆପଣ ଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍
@vastusachetanata9394
3 жыл бұрын
Dhanyabad.
@sciencegurulalit9736
3 ай бұрын
ସାର୍ ପ୍ରଣାମ ଆପଣ ଙ୍କ ପ୍ରତିକାର ପାଇଁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ..ସାର୍ ଆପଣଙ୍କ ଯୋଗାଯୋଗ ନମ୍ବର କେମିତି ପାଇ ପାରିବି ସାର୍..
@vastusachetanata9394
3 ай бұрын
9337664861
@ganapatidas4887
Жыл бұрын
ବହୁତ ଖୁସି ଲାଗିଲା, ଏହି ପ୍ରଶ୍ନ ପାଇଁ ମୁଁ ଦ୍ୱନ୍ଦ୍ୱ ରେ ଥିଲି |🙏
@samarendrapradhan2997
Жыл бұрын
😊q
@PrakashMohapatra-fz9eu
Жыл бұрын
1:12 😊 1:12 😅😂😅😂😮❤🎉 1:12 😊😂🎉😮😊🎉😊😢😂😢😅😮😊😮😅 1:12 ❤😢🎉😊❤🎉😅 1:19 😅😢😊🎉🎉 1:25 😢🎉😅❤😊❤😅😊😮😂❤🎉😮😢😅😊
@PrakashMohapatra-fz9eu
Жыл бұрын
@@samarendrapradhan2997😮🎉😅 1:33 😊😢😅 1:33
@snehashreepradhan8398
4 ай бұрын
@@samarendrapradhan2997❤❤❤❤
@narayanrout9754
2 жыл бұрын
Thank you so much for your valuable information and advice about in which manner you will have to make ladder.
@vastusachetanata9394
2 жыл бұрын
Dhanyabad.
@subratakumarmishra876
3 жыл бұрын
ଅତି ସୁନ୍ଦର ଆଲୋଚନା. ଧନ୍ୟବାଦ
@vastusachetanata9394
3 жыл бұрын
Apananku madhya dhanyabad.
@sukantadash5868
Жыл бұрын
@@vastusachetanata9394 sir mo sashu ghare bahuta deha kharap hauchhi .bada bada roga hauchhi .plz apana nku kipari dekha karibu .phone number
@vastusachetanata9394
Жыл бұрын
9337664861.
@Art_by_Bapuni_from_Dhenkanal
4 ай бұрын
ସାର୍ ପ୍ରଣାମ 🙏 ଯଦି ଘରର ମୁଖ ପୂର୍ବ ଦିଗକୁ ଥିବ ଏବଂ ସିଡି ଟି ଅଗ୍ନି ୟସନ୍ୟ ଠିକ୍ ମଧ୍ୟ ରହିଛି ଆଉ ସିଡି ତଳେ ମୁଖ୍ୟ ଦ୍ଵାର ଅଛି ତେବେ ଏଇଟା ଠିକ୍ ନା ଭୁଲ୍ । ସିଡି ଆରମ୍ଭ ପୂର୍ବ ଦିଗକୁ ମୁଖକରି ବାମ ଦିଗକୁ ବୁଲି ପଶ୍ଚିମ ଦିଗକୁ ଛାତ କୁ ଯାଉଛୁ ତ ଏଥିରେ ବସ୍ତୁ ଦୋଷ ଅଛିକି ଯଦି ଅଛି ଏହାର ପ୍ରତିକାର କଣ କରାଯିବ ।
@bikrammallick5523
2 ай бұрын
ସାର୍ ଦକ୍ଷିଣ ମୁଖା ଘର ସିଡି କେଉଁଠି ଆରମ୍ଭ ହେଵ 🙏🙏🙏
@vastusachetanata9394
2 ай бұрын
ଦକ୍ଷିଣମୁଖା ଘର ସିଡ଼ି ସେ ଯାଗାକୁ ଦେଖି, ଦକ୍ଷିଣ କେତେ ଡିଗ୍ରୀ ବାମକୁ କିମ୍ବା ଡାହାଣକୁ ଅଛି ତାହା ଜାଣି ନିର୍ଣ୍ଣୟ କରାଯାଇଥାଏ । ତଥାପି ତୁମେ SW, WEST କିମ୍ବା NW ରେ ସୁବିଧା ଦେଖି ସିଡ଼ି କରିପାର ।
@sudeepsamartha4962
2 жыл бұрын
Thank you sir for your needful advice 🙏🙏🙏🙏🙏
@subashchandrabehera5269
2 жыл бұрын
Lp
@bhujamanasabar796
2 жыл бұрын
Thank you for vastu tips
@vastusachetanata9394
2 жыл бұрын
Dhanyabad.
@ajaysamal1537
3 жыл бұрын
ସିଡ଼ି ଘର ଦକ୍ଷିଣ ପୁର୍ବ କୋଣରୁ ଟିକେ ଛାଡ଼ି ଆରମ୍ଭ ହୋଇ ଳ୍ୟୟାଁଡିଂ ପୁର୍ବ and ଉତ୍ତର କୋଣରେ ହୋଇ ଦକ୍ଷିଣକୁ ଉଠିବ , ଏହା ହୋଇପାରିବ କିମ୍ବା ଏହାର ପ୍ରତିକାର କଣ, (ବିଦ୍ର୍ର - ଏହା ବ୍ୟତିତ ଅନ୍ୟ କୌଣସି ଯାଗା ନାହିଁ) ନିଶ୍ଚୟ କହିବେ
@vastusachetanata9394
3 жыл бұрын
Dakhina-purba kona chhadi epari kariparibe.
@ajaysamal1537
3 жыл бұрын
@@vastusachetanata9394 ଦକ୍ଷିଣ ପୁର୍ବ କୋଣ ରୁ ଟିକେ 2 ଫୁଟ ଆଗକୁ ଆରମ୍ଭ ହେବ, ଅନ୍ୟ କେଉଁଠି ଯାଗା ନାହିଁ, କଅଣ କରିହେବ
@vastusachetanata9394
3 жыл бұрын
122 degree ru 142 degree SE . Ehaku chhadi kariparibe.
@pallavisahoo3724
2 жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ all the sir ଙ୍କୁ ମୋର ପ୍ରଣାମ 🙏 🌹
@vastusachetanata9394
2 жыл бұрын
Jaya Jaya Jagannath.
@anilscreation882
3 жыл бұрын
ସାର ପ୍ରଣାମ,ଦକ୍ଷିଣ ମୁହଁ ଘର, କେଉଁ କୋଣରେ ସିଡି ଘର, ରୋଷେଇ ଘର, ଗାଧୁଆ ଘର ହେବା ଆବଶ୍ୟକ।
@vastusachetanata9394
3 жыл бұрын
Sidighara Dakhina kimba paschima re, kitchen agnire souchalaya WNW re karibe.,
@subashbehera5652
3 жыл бұрын
@@vastusachetanata9394 sir bahut pajetive ansara deuchhanti 🙏
@sunandabarik8777
2 жыл бұрын
I am very glad after got this vastu sachtaneta.
@vastusachetanata9394
2 жыл бұрын
Dhanyabad
@baikunthabiharisahu8074
25 күн бұрын
ସାର୍ ପ୍ରଣାମ ଉତ୍ତର ପଶ୍ଚିମ କୋଣରେ ସିଡି କଲେ ଅସୁବିଧା ହେବ କି
@vastusachetanata9394
25 күн бұрын
ହଁ ଉତ୍ତର-ପଶ୍ଚିମ ରେ ସିଡ଼ି କରିପାରିବେ କିନ୍ତୁ ଠିକ୍ କୋଣ ଅର୍ଥାତ୍ 310 ଡିଗ୍ରୀ ରୁ 320 ଡିଗ୍ରୀ ମଧ୍ୟରେ ସିଡ଼ି ଆରମ୍ଭ କରିବେ ନାହିଁ।
@Mohitkumar-fl7cy
3 жыл бұрын
I am waiting for your help sir, thank you 😊🙏.
@worldanimals651
2 жыл бұрын
Right,, 👏👏
@radhanathbarik780
2 жыл бұрын
ବହୁତ, ସୁନ୍ଦର ଭାବରେ ବୁଝାଇ ଦେଲେ.
@vastusachetanata9394
2 жыл бұрын
Dhanyabad.
@geetapattanaik4437
3 жыл бұрын
ପ୍ରଣାମ। ଅତ୍ୟନ୍ତ ଉପାଦେୟ ପୂର୍ଣ୍ଣ ଭିଡିଓଟିଏ।
@vastusachetanata9394
3 жыл бұрын
Dhanyabad.
@pradeepsahoo1724
Жыл бұрын
ବହୁତ ସୁନ୍ଦର ଭାବରେ ବୁଝାଇଦେଲେ
@vastusachetanata9394
Жыл бұрын
Dhanyabad. Jay Jagannath.
@soldier-manas6378
Ай бұрын
ସାର୍ ରୋଷେଇ ଘର ପାଖରେ ଲାଗିକି ଦକ୍ଷିଣ ରେ ସିଡି ଘର କରିଲେ ଠିକ ହେବ ତ
@vastusachetanata9394
Ай бұрын
ଆଉ କିଛି ସୁବିଧା ନଥିଲେ ରୋଷେଇ ଘରକୁ ଲାଗି ଦକ୍ଷିଣରେ ସିଡ଼ି କରାଯାଇ ପାରିବ, କିନ୍ତୁ ଦେଖିବାକୁ ପଡ଼ିବ ଚ଼ଢ଼ିଲା ବେଳେ ମୁହଁ ପଶ୍ଚିମ କିମ୍ବା ଦକ୍ଷିଣକୁ ହେଉଥିବ ଓ ଓହ୍ଲାଇଲାବେଳେ ମୁହଁ ପୂର୍ବ କିମ୍ବା ଉତ୍ତରକୁ ହେଉଥିବ |
@sanjulatadas3352
Жыл бұрын
Very nice. Thanks.
@vastusachetanata9394
Жыл бұрын
Dhanyabad.
@narayandalai8414
2 жыл бұрын
Mahabhag bahut dhanyabad
@vastusachetanata9394
6 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@KD-tc8bj
3 жыл бұрын
ଘର ର କେଉଁ ଦିଗରେ ପରିବାର ସଦସ୍ୟ ଫଟୋ ଲଗାଇବା ଉଚିତ୍ । ମୃତ ବ୍ୟକ୍ତି ଙ୍କ ଫଟୋ କେଉ ଦିଗରେ ଲଗାଇବା ଠିକ୍ ହେବ କୁହନ୍ତୁ।
@vastusachetanata9394
3 жыл бұрын
ପରିବାର ର ଫଟୋ South-West ର west ଆଡକୁ ଏବଂ ପିତୃ ପୁରୁଷ ଙ୍କ ଫଟୋ SW ର South ଆଡକୁ ଲଗାଇବା ଉଚିତ୍
@ajayakusethi3019
3 жыл бұрын
Thanku sir jay jagannath swami
@tairendrapatra7347
3 жыл бұрын
Thank-you sir needful and good information.
@vastusachetanata9394
3 жыл бұрын
Dhanyabad.
@vastusachetanata9394
3 жыл бұрын
Dhanyabad.
@barikmamata9328
Ай бұрын
Thanks sir 🙏🙏🙏🙏🙏
@KanchanJena-ce5yd
10 ай бұрын
ଆଜ୍ଞା ମୋର ପଶ୍ଚିମ ଦିଗ କାନ୍ଥ ମଝିରେ ଅର୍ଥାତ ଦକ୍ଷିଣ ଦିଗ ରୁମ ଉତ୍ତର ଦିଗ ରୁମ ମଝିରେ ଡାଇନିଂ ରୁମରୁ ସିଡ଼ି ହୋଇଛି ମୋର ପୂର୍ବ ମୁହାଁ ଘର l ତେଣୁ କଣ ସୁବିଧା ଅସୁବିଧା ଜାଣିବାକୁ ଚାହୁଁଛି ଓ ଯଦି ଏହା ଠିକ ତାହେଲେ କେଉଁ ରଙ୍ଗ ଦେବଦରକାର ଟିକେ ଜଣାଇବେ l
@vastusachetanata9394
10 ай бұрын
Kichhi asubidha nahi. Colour off-white, Ivory kimba white karibe.
@bapibiswal1003
3 жыл бұрын
Bahut sundar 🙏
@vastusachetanata9394
3 жыл бұрын
Dhanyabad.
@manasbehera3653
2 жыл бұрын
Nice advises, Jay Jagannath 🙏
@vastusachetanata9394
2 жыл бұрын
Jay jay Jagannath.
@iralinsahoo2856
Жыл бұрын
Good suggestion.
@vastusachetanata9394
Жыл бұрын
Dhanyabad.
@rajkishorpadhan9584
7 ай бұрын
ବହୁତ ଭଲ ଲାଗିଲା SIR ବହୁତ କିଛି ଜାଣିପାରିଲୁ SIR ନମସ୍କାର 🙏
@vastusachetanata9394
7 ай бұрын
ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ।
@manojkumarmohapatra1057
3 жыл бұрын
Jay Jagannath,well information,Thank you Sir
@vastusachetanata9394
3 жыл бұрын
Thank you.
@lalabdk9685
3 жыл бұрын
ଧନ୍ୟବାଦ ସାର
@vastusachetanata9394
3 жыл бұрын
ଧନ୍ୟବ।ଦ..
@swarnapravadas4511
9 ай бұрын
Thanku sir. Mo problem samadhan heigala 🙏
@vastusachetanata9394
9 ай бұрын
ଧନ୍ୟବାଦ, ଜୟ ଜଗନ୍ନାଥ । ଅନ୍ୟ ଭିଡିଓ ଗୁଡ଼ିକ ଦେଖି ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁୁ I
@graghab4073
2 жыл бұрын
Bahut badhia
@vastusachetanata9394
2 жыл бұрын
Bahut bahut dhanyawad.
@navkumar8330
6 ай бұрын
ନମସ୍କାର ସାର୍ ଆପଣ ଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଚାହୁଁଛି ଦୟାକରି ଠିକଣା ଦେବେ ବୋଲି ଆଶା କରେ।
@vastusachetanata9394
6 ай бұрын
M-9337664861
@Bijaypanda159
2 ай бұрын
ସାର୍ ଘର ବାହାରେ ବାହାରେ କେଉଁ କୋଣରେ ସିଡି ଘର ହୋଇ ପାରିବ
@vastusachetanata9394
2 ай бұрын
ଆପଣଙ୍କର କେଉଁ ଦିଗରେ ସୁବିଧା ଅଛି ପ୍ରଥମେ ଜଣାନ୍ତୁ ।
@somyannayak2913
27 күн бұрын
ସାର୍ ନମସ୍କାର ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚାହୁଛି କେମିତି କରିବି
@vastusachetanata9394
27 күн бұрын
M-9337664861
@sayanshtripathy5640
2 жыл бұрын
What a description..🖐
@sukumardash5691
5 ай бұрын
Omm Bashdev nama niantu jemiti ghara jalebi chaliba...jai jagannath
@santoshkumardoravelur9572
3 жыл бұрын
Super vastu tip Sir
@vastusachetanata9394
3 жыл бұрын
Dhanyabad
@dharitrimohanta7150
3 ай бұрын
ଧନ୍ୟବାଦ୍ ସାର 🙏
@vastusachetanata9394
3 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@kunamaharana554
Жыл бұрын
ଦକ୍ଷିଣ ପଶ୍ଚିମ କୋଣରେ ଶିବି ରହିଲେ ଅସୁବିଧା କଣ ଜଣାଇବେ ବୋଲି ଅନୁରୋଧ
@vastusachetanata9394
Жыл бұрын
Gharara pratyek Kona soft O sensitive ate. Tenu sidi arambha kariba uchit nuhe.
@Subratkumar-c8e
3 жыл бұрын
ଧନ୍ୟବାଦ ମହାଶୟ।
@vastusachetanata9394
3 жыл бұрын
Dhanyawad
@odiamotivator8996
Жыл бұрын
Nice explain sir.
@vastusachetanata9394
Жыл бұрын
Dhanyabad. Anya video gudika dekhi matamata diyantu.
@odiamotivator8996
Жыл бұрын
@@vastusachetanata9394 sir mu new home baneibaku jauchhi aapanka sahita tike contact karibi.
@rakeshbel8332
3 жыл бұрын
ଯେଉଁ ମାନଙ୍କର ଅଗ୍ନି କୋଣରେ ଅଛି କଣ କରିବ
@prakashpradhan9558
3 жыл бұрын
Thank you so much sir apanankara bujheiba saili bahut vala
@vastusachetanata9394
6 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@santoshvs6795
Жыл бұрын
sir ama ghara dhakhina pahima diga moda rahuhe sir kihe asubidha ke sir tara pateka kuha tu sir
@mbiswajit_7
7 ай бұрын
ଧନ୍ୟବାଦ୍ ଆଜ୍ଞା🙏🙏 ଆମର ଘର କାମ ସରିବା ଉପରେ କିନ୍ତୁ ଆମେ ଘର ଭିତରେ ସିଡି କରିବାର ଯୋଜନା କରିନଥିଲୁ ଏବଂ ଏବେ ଆମେ ଦକ୍ଷିଣ-ପୂର୍ବ ଦିଗରେ ସିଡି କରିବାର ଯୋଜନା କରିଛୁ ଓ ସେଥିପାଇଁ ଜାଗା ମଧ୍ୟ ଛାଡ଼ିଛୁ। ଆମେ ସେଠି ସିଡି ଘର କଲେ ହେବ କି ଆଜ୍ଞା?🙏
@vastusachetanata9394
7 ай бұрын
ଅଗ୍ନିକୋଣ ବୃଦ୍ଧି ଦୋଷ ଲାଗିବ । ଅମିକୋଣର ଅଧିପତି ଗ୍ରହ ଶୁକ୍ର I ଶୁକ୍ର ଯଦି ଜାତକରେ ଅଶୁଭ ଥାନ୍ତି ତେବେ ସିଡ଼ି ହେଲେ ଅଶୁଭଫଳ ମିଳିବାର ସମ୍ଭାବନା ଅଛି ।
@jasodakandi9894
4 ай бұрын
🙏sir
@krushnadas4446
5 ай бұрын
ସାରେ ନମସ୍କାର ମୋର ଘର ପୂର୍ବ ଦିଗ ଓ ଉତରେ ଦୁଆର ଶିଡିଘର ଉତରରୁ ଚଢିବା ପୂର୍ବରେ ବାହାରିବା ଠିକ୍ ନା ଭୁଲ୍
@vastusachetanata9394
5 ай бұрын
ଠିକ୍
@dharaninayak2588
3 ай бұрын
Thank you so much sir
@vastusachetanata9394
3 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@KD-tc8bj
3 жыл бұрын
ନମସ୍କାର, ଆପଣଙ୍କୁ ଅନୁରୋଧ ଯେ ପୁରାତନ ବାସ୍ତୁ ନିୟମ କୁ ଆଧାର କରି ବର୍ତ୍ତମାନ କୁ ଦେଖି ଭବିଷ୍ୟତ କୁ ଚିନ୍ତା କରି ଗୋଟେ ସମ୍ପୂର୍ଣ୍ଣବାସ୍ତୁ ପୁସ୍ତିକା ଟିଏ ଲେଖନ୍ତୁ। (ବାସ୍ତୁ ସମସ୍ୟା ଆଉ ସମାଧାନ )ଯାହା ଦ୍ୱାରା ଅନେକ ଉପକୃତ ହେବେ।
@vastusachetanata9394
3 жыл бұрын
Tk samaya lagiba.
@laxmidharrout5694
Жыл бұрын
ମହାଶୟ, ଆମର ଦକ୍ଷିଣ ପୂର୍ବ ଦିଗରେ ଘରର ଗେଟ୍ କରିଛୁ, କାରଣ ଅନ୍ୟ ଦିଗରେ ସୁବିଧା ନାହିଁ।କିନ୍ତୁ ସିଡି ଘରର ଭିତରେ ରହିଛି,କିଛି ପରାମର୍ଶ ଦେବାକୁ ନିବେଦନ।
@vastusachetanata9394
Жыл бұрын
Kan paramarsha chahunchhanti?
@laxmidharrout5694
Жыл бұрын
@@vastusachetanata9394 ଆମର ଦକ୍ଷିଣ ପୂର୍ବ ଦିଗରେ ଗେଟ୍,କିଛି problem ଅଛିକି? ସେଥିଲାଗି ଆପଣଙ୍କ ପରାମର୍ଶ ଚାହୁଁଥିଲି, ଆପଣଙ୍କ ପରାମର୍ଶ ଏହି ଚାନେଲ ଦ୍ଵାରା ଶୁଣି ବହୁତ୍ ଭଲ ଲାଗିଲା। ସେଥିଲାଗି ପରାମର୍ଶ ଚାହୁଁଥିଲି।
@vastusachetanata9394
Жыл бұрын
Apananka kundali re Sukra ghraha subha thile Agni Kona Gate kounasi asubidha debanahi, kintu asubha thile kupravaba ketebele na ketebele
@purnamahapatra5422
Күн бұрын
Uter ru dakhina,13put re85 put,dakhina digare,duara achhi,duara sesaruu paschimakantha dei uparepurba ku muhan Kari uthichi,kichi bhul achhi ki
@rajendramoharana7211
Жыл бұрын
Sir ନମସ୍କାର ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଉପକାରୀ । "ଶିଢି ଘର ଟି ଉତ୍ତର ଦିଗରେ ଓ left turn ରେ ଯାଇ ଛାତ ଉପରକୁ ଦକ୍ଷିଣ ଦଗକୁ ମୂଖ କରି ବାହାରି ବାକୁ ପଡ଼ିବ । ଶିଢିର base ଟି ଆରମ୍ଭ ହୋଇଛି ।ଦୟାକରି ପରାମର୍ଶ ଦେଇ ପାରିବେ କି ।
@vastusachetanata9394
Жыл бұрын
Kounasi asubidha nahi, kintu sidi gharara upari bhaga ku green colour karidebe.
@narendraherna1737
7 ай бұрын
Thank you sir for this advice
@vastusachetanata9394
7 ай бұрын
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@tapabehera7606
3 жыл бұрын
ବନ୍ଧ ବାହାରେ ସିଡି ଘର କରିଲେ ଅସୁବିଧା କି?
@vastusachetanata9394
3 жыл бұрын
ହଁ
@srikantarath5868
2 жыл бұрын
Good advice
@vastusachetanata9394
2 жыл бұрын
Dhanyabad.
@chudamaninag4654
2 жыл бұрын
ସାର୍ 🙏 ମୋର୍ ଘର ଉତ୍ତର ମୁଖା ହେବାର ଅଛି ସିଡି ପଶ୍ଚିମ ମୁହଁ ହେବ ଏବଂ ଡ଼ାହାଣ ମୋଡିଲେ ଉତ୍ତର ଦିଗ ତାପରେ ପୂର୍ବ ଦିଗ ହେବ ସାର୍ ଦୟାକରି କହିବେ କି ଭୁଲ୍ ଅଛି ନା ଠିକ୍ ଅଛି
@vastusachetanata9394
2 жыл бұрын
ଉତ୍ତର ପଟର ସିଡି clockwise ନ ହେଇ anticlockwise ହେବ।
@rakeshrosanpatra
Жыл бұрын
ସାର ନମସ୍କାର 🙏 ଆମର ସେଢ଼ି ଘର ପୂର୍ବ ଆଉ ଉତ୍ତର କୋଣରେ ସେଢ଼ି ଘର ଥିଲା. ଆଉ ସେଢ଼ି ଘର ତଳେ ଲାଟିନ ବାଥ ରୁମ ଅଛି . ଏବେ ସେଇ ସେଢ଼ି କୁ ଭାଂଗିକି ଉତ୍ତର ଦିଗରେ କରୁଛୁ . ଆଉ ଲାଟିନ ବାଥରୁମ ଦକ୍ଷିଣ ରେ କରୁଛୁ l ଠିକ ଅଛି ନା ସେବୁ 🙏🙏
@vastusachetanata9394
Жыл бұрын
Aisanya O Uttara re anticlockwise sidi kounasi asubidha deinathai. Dakhina nuhe dakhina O dakhina-paschima ra majhire SSW L/B pain thik sthana ate.
@UgresenaBastia.
2 ай бұрын
Vastu.
@anilkumarsamal30
10 ай бұрын
Nice information
@anilkumarsamal30
10 ай бұрын
Sir mu Cuttack jagatpur Area re ghara 3 month bhitare karibi tike bastu home plan bisayare janibaku chahuthili
@vastusachetanata9394
10 ай бұрын
ଅନ୍ୟବାଦ. ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଗୁଡିକ ଦେଖନ୍ତୁ ଓ ମୂଲ୍ୟବାନ ମତାମତ ଦେବକୁ ଭୁଲନ୍ତୁନାହିଁ ।
@vastusachetanata9394
10 ай бұрын
9337664861
@user-qh6ws7eh5e
2 ай бұрын
Only for coming 50yrs 🎉🎉
@lifeislove771
2 ай бұрын
Sir ପୂର୍ବ ମୁଖ ଘରର ବାହାରେ ସିଡି କରି ହେବକି।ଯଦି ହେବ କେମିତି ହେବ କେଉଁ ଦିଗକୁ ମୁଁହ କରି ଉଠିବା।please ଜଣନ୍ତୁ
@anilpanigrahi1030
9 ай бұрын
Best👍
@vastusachetanata9394
9 ай бұрын
ଧନ୍ୟବାଦ, ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଗୁଡିକୁ ଦେଖି ଆପଣଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁୁ |
@ita43763
2 жыл бұрын
Sir namaskar. I have two stare cases. One in north west and another in north east. What can remedy be?please answer.
@santoshineebarik3192
8 ай бұрын
ଦକ୍ଷିଣ ଦିଗରେ ସିଡି ଘର ତଳେ ଦ୍ୱିତୀୟ ଦ୍ୱାର କରି ହେବକି
@vastusachetanata9394
8 ай бұрын
ଯଦି ତାହା ଦକ୍ଷିଣ ଦିଗର 3/4ର୍ଥ ଭାଗରେ ପଡ଼ୁଥାଏ ତେବେ ସେଠାରେ ଦ୍ଵିତୀୟ ଦ୍ୱାର କରିପାରିବେ। କୌଣସି ଅସୁବିଧା ନାହିଁ l
@santoshineebarik3192
8 ай бұрын
@@vastusachetanata9394 ଧନ୍ୟବାଦ ଆଜ୍ଞା 🙏
@Pujamajhi5172
3 жыл бұрын
Sir ama ghara West facing house stair north sideand anti clockwise re kara haichhi kichi upaya batantu
@vastusachetanata9394
3 жыл бұрын
Kichhi asubidha heuchi ki?
@Pujamajhi5172
3 жыл бұрын
@@vastusachetanata9394 sir job related and financial problem heuchi
@pujajena6470
Жыл бұрын
Sir ନମସ୍କାର ଶିଡି ଘର ଟି ଦକ୍ଷିଣ ଦିଗରେ ଓ left turn re ଯାଇ ଉତ୍ତର ଦିଗ କୁ ମୁଖ କରି ବାହାରିବାକୁ ପଡ଼ିବ sir କିଛି ଅସୁବିଧା ଅଛି କି ଦୟା କରି କୁହନ୍ତି 🙏
@vastusachetanata9394
Жыл бұрын
Na.
@pujajena6470
Жыл бұрын
@@vastusachetanata9394 Thank you so much sir🙏
@kaluraiguru6532
3 жыл бұрын
ଆପଣଙ୍କ ସହିତ ଅଳ୍ପ ସମୟ କଥା ହେଇ ପାରିବି ? ମୁଁ ରାଉରକେଲା ରୁ ପଚାରୁଛି। ଆପଣଙ୍କ ଭିଡିଓ ବହୁତ ଭଲ ଲାଗିଲା।
@vastusachetanata9394
2 жыл бұрын
9337664861
@rajeebsahoo1854
3 жыл бұрын
ସାର ଆମର ପଶ୍ଚିମ ମୁଖ ଦ୍ଵାର ସିଡି ଘର ଶୌଚାଳୟ ରୋଷେଇ ଘର କେଉଁଠି ରହିବ
@vastusachetanata9394
3 жыл бұрын
ସିଡି- ଦକ୍ଷିଣ, ରୋଷେଇ- ଅଗ୍ନି କୋଣ ଶୌଚାଳୟ:- ସିଡି ତଳେ କିମ୍ଵା ପୂର୍ବ ଓ ଅଗ୍ନି କୋଣ ମଝିରେ କରିବେ।
@sudhirakumarpradhan6284
3 жыл бұрын
@@vastusachetanata9394 ଗୁରୁଜୀ 🙏ପଶ୍ଚିମ ମୁଖି ଘର ରେ ପାଇଖାନା ଓ ଗାଧୁଆ ଘର କୋଉଠି ହେବ, ପାଇଖାନା ର ଟାଙ୍କି କୋଉଠି ହେଇପାରିବ l ଦୟାକରି କୁହନ୍ତୁ 🙏🙏ଜୟ ଜଗନ୍ନାଥ
@pradeepsahoo1724
Жыл бұрын
ଆମର ପୂର୍ବ ଦିଗରେ ସିଡ଼ି ଅଛି, କିନ୍ତୁ ଏବେ ମୁ ପୂର୍ବ ପଟେ ଘର ଯୋଡି ରୋଷେଇ ଘର କରିଛି, ଆପଣ ଟିକେ କହିବେକି କଣ ହେବ
@ratnakarrout5572
2 жыл бұрын
Respected sir Good
@vastusachetanata9394
2 жыл бұрын
Dhanyabad
@omsaiesshasvlog4148
2 жыл бұрын
Thanqu sir moro tanson gola
@chitaranjankara7226
3 жыл бұрын
🙏🙏
@vastusachetanata9394
3 жыл бұрын
Dhanyabad.
@tapaswinimahanandia5329
Жыл бұрын
Thank you sir
@vastusachetanata9394
Жыл бұрын
Dhan. Jay Jagannath.
@RZi7202
3 жыл бұрын
ସାର ମେନ ଗେଟ ତଳେ ସିଡ଼ି କଲେ କିଛି ଅସୁବିଧା ଅଛି କି ଟିକେ କୁହନ୍ତୁ
@narayandalai8414
2 жыл бұрын
Thank u sir for ur good advice
@vastusachetanata9394
2 жыл бұрын
Dhanyabad
@ajitkumarpradhan9927
Жыл бұрын
Sir east facing house re , south east corner re staircase heiparibaki. If staircase is starting from east to west then turn to east
@vastusachetanata9394
Жыл бұрын
Heipariba, kintu East ru arambha kale anticlockwise staircase heba.
@ajitkumarpradhan9927
Жыл бұрын
Ok then west ru east ku heiparibaki clockwise staircase
@vastusachetanata9394
Жыл бұрын
Na.
@anuragsahoo7181
2 ай бұрын
Sir Namaskar.Apananka saha kipari sakhyata kariparibu.
@vastusachetanata9394
2 ай бұрын
9337664861 ରେ ଫୋନ୍ କରନ୍ତୁ ।
@prabhakarsatapathy3833
2 жыл бұрын
Very good
@vastusachetanata9394
2 жыл бұрын
Dhanyabad.
@prasantkumarmallick5636
3 жыл бұрын
ବହୁତ ବହୁତ ଧନ୍ୟବାଦ
@vastusachetanata9394
3 жыл бұрын
Dhanyawad.
@sukadevpangi409
10 ай бұрын
ସାର 🙏ମୋ ଘର ଦକ୍ଷିଣ କୁ ମୁଖ୍ୟ ଦୁହାର ଅଛି l ସିଡିଟି ନଈରୁତ କୋଣରେ ଅଛି l ସିଡ଼ି ଠାରୁ 1ପୁଟ ଦକ୍ଷିଣ କୁ ଛାତ ବଡିଛି ଏତିରେ କୌଣସି ଅସୁବିଧା ଅଛି କି? ଜଣେ ବାସ୍ତୁ ବିତ କହିଲେ ବହୁତ ଅସୁବିଧା ଅଛି l 🙏please reply
@vastusachetanata9394
10 ай бұрын
Semiti kichhi asubidha nahi. Jeun manankara kundalire Rahu kimba Mangal asubha thibe seimane pratikara Kariba uchit. Pratikara pain Brass strip re badhithiba jagaku cut karidiyantu.
@subhashreeprusty1916
2 жыл бұрын
Thankyou sir 🙏🙏
@vastusachetanata9394
2 жыл бұрын
Dhanyabad.
@kushaprasad5344
2 жыл бұрын
ମୂଖ୍ୟ ଦ୍ଵାର ଦକ୍ଷିଣ ଦିଗ କୁ ହେଇପାରିବ କି
@vastusachetanata9394
2 жыл бұрын
Han, south ra 2/3 bhagare heipariba.
@khageswarmaharana
9 ай бұрын
ଜୟ ଜଗନ୍ନାଥ Sir🙏🙏
@vastusachetanata9394
9 ай бұрын
ନମସ୍କାର, ଜୟ ଜଗନ୍ନାଥ ।
@sarojkumarsahoo6671
3 жыл бұрын
ସାର୍ ପ୍ରଣାମ ସିଡି ତଳେ ଗାଧୁଆ ବା ଶୋଚଳୟ ହେଇପାରିବ କି ନାହିଁ ?
@vastusachetanata9394
3 жыл бұрын
Jadi sidi asubha sthana re hoithiba tebe ta tale souchalaya hoipariba.
@guddusingh9907
3 жыл бұрын
ସାର ଜୟ ଜଗନ୍ନାଥ ମୋ ଜାଗା ବହୁତ ଛୋଟ 25x35 ପୂର୍ବ ମୁହାଁ ଘର ତ କୋଉ ପଟେ ସିଡ଼ି ଏବଂ କୋଉ ପଟେ ରୋଷେଇ ଘର ଏବଂ କୋଉ ପଟେ ଶୌଚ ଘର କରିହେବ?
@vastusachetanata9394
3 жыл бұрын
ଅଗ୍ନି କୋଣରେ ରୋଷେଇ ଘର, ପଶ୍ଚିମ କିମ୍ଵା ଦକ୍ଷିଣ ରେ ସିଡି ଘର ଏବଂ ବାୟୁ କୋଣ ଓ ପଶ୍ଚିମର ମଝି ଯାଗାରେ ଶୌଚ ଘର କରିପାରିବେ ।
@soumyakantaswain2278
2 жыл бұрын
Sir apanaka phone number miliba ki ?
@vastusachetanata9394
2 жыл бұрын
9337664861
@rameshkumarpati5843
3 жыл бұрын
ବାରଣ୍ଡା ରେ ଅଗ୍ନିକୋନ ବଢିଛି ପ୍ରତିକାର
@vastusachetanata9394
3 жыл бұрын
Agnikona badhi thibaru jadi kounasi asubidha heuthai tebe copper strip re cut karidiyantu.
@surendrasa5256
Жыл бұрын
Sir,sidi tale mukhya dwara rakhile asubidha ki?
@manasranjansenapati5648
6 ай бұрын
ସାରା ମୋର ଘର ର ମଝିରେ ଶିଢ଼ି ଅଛି ତାକୁ change କରି ବାହାର ପଟେ ଦକ୍ଷିଣ ପଶ୍ଚିମ କଣ ରେ ଶିଢ଼ି କରି ହବ କି?
@bhaktapriyajena4697
6 ай бұрын
Uttara dakhina cidi ghara pratikara kuhantu sir please
@amiyasarangi3519
3 жыл бұрын
Nice
@vastusachetanata9394
3 жыл бұрын
Dhanyabad.
@babajibehera5158
3 жыл бұрын
Very nice
@vastusachetanata9394
3 жыл бұрын
Dhanyabad.
@jayshreekrishna-bs5gp
11 ай бұрын
Jay jagannath
@vastusachetanata9394
11 ай бұрын
Jay Jagannath.
@panchananapanigrahi3140
5 ай бұрын
Confuse informaton
@vastusachetanata9394
5 ай бұрын
ଅନେକ ନ ଜାଣିଥିବା ବିଷୟ ହଠାତ୍ ଜାଣିଲେ ତାକୁ ସହଜରେ ଗ୍ରହଣ କରି ହୁଏ ନାହିଁ, ମନରେ ଦ୍ବନ୍ଦ ଆସିବା ସ୍ୱଭାବିକ୍ । ଏ ବିଷୟରେ ରିସର୍ଚ୍ଚ କଲେ, ମନୋନିବେଶ କଲେ, ଆଖ ପାଖ ଏରିୟାକୁ ଯାଇ ପରୀକ୍ଷା କଲେ, ପର୍ଯ୍ୟବେକ୍ଷଣ କଲେ ମନରୁ ଦ୍ବନ୍ଦ ଦୂର ହୋଇଯିବ | ଜୟ ଶ୍ରୀ ଜଗନ୍ନାଥ ।
@santoshkumarsingh9965
2 жыл бұрын
Mahasaya, namaskar. Mor sidhi ghar uttar-paschim kanare hoichi.(Bayu Disha). Bartman , tini mahala hoijaichi, bhangiba sambhab nuhan. Ebe janili je eha thik nuhna. Dayakari protikar batantu. Apekhyare rahili. Namaskar.
@vastusachetanata9394
2 жыл бұрын
NW madhya dei sidi jaipariba kintu NW ru.arambha heba uchit nuhe. Tuma sidighara kipari tiari hoichi?
@girijaprasadpadhi6686
Жыл бұрын
ଆଜ୍ଞା ମୋର. ପୂର୍ବ ମୂଖା ଘର I ମୁଁ ଅଗ୍ନି କୋଣ ରେ ଶିଢ଼ି କରିଛି Iଉତ୍ତରରୁ ଦକ୍ଷିଣ ଲ୍ୟାଣ୍ଡିଙ୍ଗ ତାପରେ ଦକ୍ଷିଣ ରୁ ଉତ୍ତର ହେଇ ଛତା କୁ ଯିବା I
@girijaprasadpadhi6686
Жыл бұрын
କିଛି ଅସୁବିଧା ଅଛିକି?
@vastusachetanata9394
Жыл бұрын
Na.
@girijaprasadpadhi6686
Жыл бұрын
@@vastusachetanata9394 ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ମୁଁ କୃତଜ୍ଞ
@vastusachetanata9394
Жыл бұрын
Dhanyabad.
@rajeshkumardas9539
Жыл бұрын
Clock wise or anticlockwise
@user-us7ul5qd2l
7 ай бұрын
Sir agni konare sidi ghara heichi . Tar pratikar kahibe❤❤
@vastusachetanata9394
7 ай бұрын
ଅସୁବିଧା ଦେଖା ଦେଉଥିଲେ ପ୍ରତିକାର କରନ୍ତୁ । ଖାଲି ସେମିତି ପ୍ରତିକାର କରନ୍ତୁ ନାହିଁ। ଓଲଟା ଫଳ ମିଳିବ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।
Пікірлер: 684