ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ବାସକୁ ବଜାୟ ରଖି ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ଓଡ଼ିଶାର ହକ୍ ପାଇଁ ଏକ ହୋଇ ଲଢିବା, ସଶକ୍ତ ଓଡ଼ିଶା ଗଢିବା। #BJDWithOdisha
- Күн бұрын
Glad To Announce Biju Janata Dal's 72 Assembly & 9 Lok Sabha Candidates For 2024 Elections
- Рет қаралды 756
Пікірлер: 1