ସମ୍ବଲପୁର ପୁଲିସକେ ମିଲିଛେ ବଡ଼ ସଫଲତା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଜଙ୍ଗଲନୁ ବନ୍ଧୁକ କାରଖାନା ଚାଲିଥିବାର ପର୍ଦ୍ଦାଫାଶ କରିଛେ ପୁଲିସ । ମୋଟ ଉପରେ ୨୨ଟା ଦେଶୀ ବନ୍ଧୁକ ଆର ବନ୍ଧୁକ ତିଆରି ସାମାନମାନେ ଜବତ କରିଛେ ସମ୍ବଲପୁର ପୁଲିସ । ଇ ଘଟନାନେ ୩ ଜଣଙ୍କୁ ଗିରଫ କରିଛେ ସମ୍ବଲପୁର ପୁଲିସ । ଇମାନେ ବନ୍ଧୁକ ତିଆରି କରିକିନା ରାଏଜର ଭିନ୍ ଭିନ୍ ଜାଗାନେ ବିକୁଥିଲେ । ପୁଲିସ ଅଏଧକା ତଦନ୍ତ ଜାରି ରଖିଥିଲା ବେଲକେ ଘଟନାନେ ଯଦି କାହାର ସମ୍ପୃକ୍ତି ରହିଛେ ବେଲେ ପୁଲିସ ତାଙ୍କୁ ଗିରଫ କରବା ବୋଲି କହିଛନ୍ ସମ୍ବଲପୁର ଏସପି ମୁକେଶ ଭାମୁ ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Sambalpur #Odisha #News #SambalpuriNews #ODishaNews #GunFactory
#Odisha #Paharaa
Негізгі бет Gun factory busted in Sambalpur: ସମ୍ବଲପୁରର୍ ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ୍ ବନ୍ଧୁକ୍ କାରଖାନା...
Пікірлер: 29