ହେଇଛେ ଅନ୍ଧାର ଗୀତରେ ବାହାରିଲା ଝଗଡ଼ା ।। Challenge Mahila Dandanritya ।। Mahila Danda ।। Tukel Danda ।।
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ପାଖର ଜୟପୁରରେ ମିସ୍ ଚୁନୀ ବଗର୍ତ୍ତିଙ୍କ ଚେଲେଞ୍ଜ ମହିଳା ଦଣ୍ଡନୃତ୍ୟ ଏକ ଏକୋଇଶିଆ ପ୍ରୋଗ୍ରାମ ରେ ଅନୁଷ୍ଠିତ ହେଇଥିଲା ।
ଦଣ୍ଡ ଅତ୍ୟନ୍ତ ଭଲ ଭାବରେ ଚାଲୁଥିଲା ଓ ଅତ୍ୟନ୍ତ ଭିଡ଼ ମଧ୍ୟ ଥିଲା ।
ରାଧା ମିସ୍ ଚୁନୀ ବଗର୍ତ୍ତି ପଶ୍ଚିମ ଓଡ଼ିଶାରେ ଚହଳ ପକାଇଥିବା ହେଇଛେ ଅନ୍ଧାର ଲାଗୁଛେ ଡର ଗୀତ ଗାଇବା ବେଳେ ଏକ ମଦୁଆ ଷ୍ଟେଜ ଭିତରକୁ ପଶି ଆସିଥିଲା ।
ସେଇଠୁ ଟିକିଏ ଝଗଡ଼ା ହୋ ହାଲ୍ଲା ହେଲା କିଛି ସମୟ ପାଇଁ ଦଣ୍ଡନୃତ୍ୟ ବନ୍ଦ ହେଲା ।
ଏଥିରେ ଦଣ୍ଡନୃତ୍ୟ ପାର୍ଟିର କଳାକାର ତଥା ମିସ୍ ଚୁନୀ ବଗର୍ତ୍ତିଙ୍କ କୌଣସି ପ୍ରକାର ହାତ ନଥିଲା ।
ମଣିଷ ଜୀବନ ରେ ସମସ୍ତଙ୍କର ଭୁଲ ହୁଏ ।
ଫ୍ଲୋ ଫ୍ଲୋ ରେ ମିସ୍ ଚୁନୀ ବଗର୍ତ୍ତିଙ୍କ ମୁହଁରୁ ମଧ୍ୟ ଅଭିଶାପ ପରି ଭୁଲ ଶବ୍ଦ ବାହାରିଗଲା ।
Challenge Mahila Dandanritya
Thanks to all team of challenge mahila Danda
Special thanks to
#chunibagarti
#challengemahiladanda
#chuniradha
#eepsitcreation
ଏନ୍ତା ସୁନ୍ଦର ସୁନ୍ଦର ଦଣ୍ଡନୃତ୍ୟ ଭିଡ଼ିଓ ତଥା ପଶ୍ଚିମ ଓଡିଶାର କଳା ସଂସ୍କୃତି ପ୍ରତି ଆଗ୍ରହୀ ଥିବା ଭାଇ ଭଉଣୀମାନେ ଆମର ୟୁଟ୍ୟୁବ ଚେନାଲ କେ ସବସକ୍ରାଇବ କରୁନ ।
ଜୟ କଳା
ଜୟ ମାଁ ସମଳେଈ ।
Негізгі бет ହେଇଛେ ଅନ୍ଧାର ଗୀତରେ ବାହାରିଲା ଝଗଡ଼ା ।। Challenge Mahila Dandanritya ।। Mahila Danda ।। Tukel Danda ।।
Пікірлер: 230