Topic THAKURA SRI ABHIRAM PARAMHANSH TOTWO LILA-ଠାକୁର ଶ୍ରୀ ଅଭିରାମ ପରମହଂସ ତତ୍ୱଲିଲା -Odia pala by
Gayeeka Debadashi Kalpana Nayak and associates
Bayak Sisira Bedant ( Bedant babu ) and others
PART-3
B R MOVIES
#brmoviesodiapalathakurasriabhiramparamhanstatwolila
Description-
ଠାକୁର ଶ୍ରୀ ଅଭିରାମ ପରମହଂସ ତତ୍ୱଲିଲା ଏହି ବିଷୟ ବସ୍ତୁ ଟି କାରମାଳା ଚାନ୍ଦ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମ ହଂସ ଙ୍କ ଲୀଳା ଉପରେ ପର୍ଯ୍ୟବେସିତ ଠାକୁର ଙ୍କର ଲୀଳା କୀର୍ତି ଏବଂ ତାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟାବଳୀ ଏବଂ ସମାଜ କୁ କିଛି ନୀତି ଶିକ୍ଷା ଅଦ୍ୟାବଧି ଲୋକଲୋଚନାରେ ଚର୍ଚିତ ଗାୟିକା କଳ୍ପନା ନାୟକ ଅତି ସୁନ୍ଦର ଭାବରେ ପାଲା ଟିରେ ବର୍ଣନା କରିଛନ୍ତି ଏବଂ ବ୍ୟାଙ୍କ ଶିଶିର ବେଦାନ୍ତ ଙ୍କ ବିଷୟ ଟିକୁ ଗାୟିକା କିପରି ସୁନ୍ଦର ଭାବରେ ପରିବେଷଣ କରିବେ ତାଙ୍କୁ ପରିଚାଳିତ କରିଛନ୍ତି ତେଣୁ ବିଷୟାଟିକୁ ଦେଖିଲେ ତାହା ସ୍ପଷ୍ଠ ବାରିହୁଏ ତେବେ ଆସନ୍ତୁ ଦେଖିବା
Thank You for watching this video.
If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section. You can watch more Pala videos in these Playlists:-
ODIA PALA BHAJAN- kzitem.info....
ODIA PALA COMEDY- kzitem.info....
ODIA PALA ODISHI- kzitem.info....
FOLLOW US ON:- KZitem:- www.youtube.co....
Facebook:- / biswaranjan... .
Facebook Page:- / brmoviesodia .
Twitter:- / brmovies0101 .
Blogger:- brmoviess.blog....
Website:- brmovies.in Click on this link to watch more videos on my related channel
Urmi Entertainment:- www.youtube.co....
Also, enjoy more Pala videos on our other channel here- www.youtube.co....
----------------------------------------------------------------- -----------------------------------------
COPYRIGHT DISCLAIMER:- All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
-------------------------------------------------------------- -------------------------------------------------
ପାଲାର ସଂଜ୍ଞା :- ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି | ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
Негізгі бет ଠାକୁର ଶ୍ରୀ ଅଭିରାମ ପରମହଂସ ତତ୍ୱଲିଲା || ODIA PALA ||GAYEEKA KALPANA NAYAK ||PART-3|| B R MOVIES
Пікірлер: 234