ଆହାର କେନ୍ଦ୍ରରେ ବସି ଖାଇଲେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ୍ । ତାଙ୍କ ସହ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆହାର କେନ୍ଦ୍ରର ଖାଦ୍ୟ ଖାଇଥିଲେ । ରାଉରକେଲା ଗସ୍ତରେ ଅଛନ୍ତି ସଚିବ ଅଶ୍ୱଥି । ଏହି ଅବସରରେ ସେ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରି ଆହାର କେନ୍ଦ୍ରରେ ଖାଇବା ସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #aaharkendra #Rourkela #HealthSecretary #aswathys
Негізгі бет ଆହାର କେନ୍ଦ୍ରରେ ବସି ଖାଇଲେ ସ୍ୱାସ୍ଥ୍ୟ ସଚିବ | Odisha Reporter
Пікірлер: 5