ଆହେ ଯୀଶୁ ସୁନ୍ଦର ଅତୁଳନୀୟ ପ୍ରେମ ତୁମର || Ahe Jisu Sundara Atulaniyo Premo Tumaro || New Odia Christian Song || Singer-Madhusmita Parichha
Singer-Madhusmita Parichha
Lyrics and Music - Sobulan Bhuyan
Audio Recording - Stiphen Raito
Video Recording and Editing - Akshaya Sabar (8895638845)
ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସାହାୟକ ହବ..
ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
ଧନ୍ୟବାଦ
Full Lyrics - :
_________________
ଆହେ ଯୀଶୁ ସୁନ୍ଦର
ଅତୁଳନୀୟ ପ୍ରେମ ତୁମର
ଛାର ପାପୀର ନିମିତ୍ତ
ପ୍ରାଣ ଦେଲ ହେ ଈଶସୁତ =0=
କ୍ରୁଶ କାଠରେ ଚଢ଼ିଲ
ବର୍ଚ୍ଛାଘାତ ଯେ ପାଇଲ
କକ୍ଷଦେଶୁ ବହିଲା ଝରଝର
କେତେ ନୀର ଓ ରୁଧିର =1=
ହସ୍ତ ପାଦେ ପ୍ରେକ ମାଡ଼
ଶିର ଉପରେ କଣ୍ଟାବାଡ଼
ତୃଷିତ ହୋଇ କି ଦୁଃଖ ଭୋଗିଲ
ପରିହାସ ପୁଣି ନିନ୍ଦା ସହିଲ =2=
କେହି ନାହିଁ ଯୀଶୁ ତୁମ ପରି
ପର ପାଇଁ ନିଜେ ଗୋ ମରି
ଜଗତ ମଙ୍ଗଳ ବିହିତ କଲ
ସତ୍ୟପଥ ତୁମେ ରଚିଲ =3=
#stiphensonmusic
Негізгі бет ଆହେ ଯୀଶୁ ସୁନ୍ଦର ଅତୁଳନୀୟ ପ୍ରେମ ତୁମର || New Odia Christian Song || Singer-Madhusmita Parichha
Пікірлер: 28