ଗୁଟେ ଦିନେ ୟୁଟର୍ଣ୍ଣ ମାରଲେ । ହୋଇକୋର୍ଟ ବେଞ୍ଚ ପ୍ରସଙ୍ଗକେ ନେଇକିନା ବହୁତ ଜାଗାନେ ବିରୋଧ ହେଲା ଉତାରୁ ୟୁଟର୍ଣ୍ଣ ମାରିଛନ୍ ରାଜ୍ୟ ସରକାର । ବିରୋଧୀ ଥିଲା ବେଲକେ ଦାବି କରୁଥିଲେ । ହେଲେ ସରକାରକେ ଆଏଲା ଉତାରୁ ଠକିଦେଲେ । ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କର ପ୍ରଶ୍ନର ଉତ୍ତରନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାନେ ପ୍ରତିଷ୍ଠା ନାଇଁ ହୁଏ ହାଇକୋର୍ଟ ବେଞ୍ଚ ବୋଲି କହିଥିଲେ । ପଶ୍ଚିମ ଓଡ଼ିଶାନେ ବେଞ୍ଚ ସ୍ଥାପନ ହେବାରନେ କେନସି ଯଥାର୍ଥ ନାଇଁ ନ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାନେ ସ୍ପଷ୍ଟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଇ କଥାରେ ପୁରା ପଶ୍ଚିମ ଓଡ଼ିଶାନେ ଅସନ୍ତୋଷ ଦେଖବାରକେ ମିଲିଥିଲା । ଏନ୍ତାକି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବି ହାଇକୋର୍ଟ ବେଞ୍ଚ ସ୍ଥାପନକେ ନେଇକିନା ମୁହଁ ଖୁଲିଥିଲେ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ବିଜେପିକେ ଭାଗ ଭାଗ କରିଥିବାର ଦେଖବାରକେ ମିଲିଛେ । ଏନ୍ତାକି ବିଜେପି ନେତାଙ୍କର ମତ ଅଲଗା ଅଲଗା ଆସୁଛେ । ବିଜେପି ବିରୋଧୀ ଦଲ ଥିଲା ବେଲକେ ପଶ୍ଚିମ ଓଡ଼ିଶାନେ ହାଇକୋର୍ଟ ବେଞ୍ଚ ଲାଗି ଦାବି କରୁଥିଲା । ହେଲେ ସରକାରକେ ଆଏଲା ଉତାରୁ ଇତାକେ ନେଇକିନା ଏବେ ରାଜନୀତି ମୁଲ କରିଦେଇଛେ । ବିଜେପିର ଦୋମୁହାଁ କଥାକେ ଗ୍ରହଣ କରି ନାଇଁ ପାରବାର ବିଜେଡ଼ି ଆର କଂଗ୍ରେସ ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #HighCourtBench #OdishaPolitics #BJPvsBJD #MohanMajhi #ElectionPromises #PoliticalDebate #OdishaAssembly #BJPBacktrack #LegalProvisions #BJDResponse
Негізгі бет High Court Bench Debate Heats Up: ପଶ୍ଚିମ ଓଡ଼ିଶାନେ ହାଇକୋର୍ଟ ବେଞ୍ଚକେ ନେଇ କରି ଶାସକ ବିରୋଧୀ ଆମନା ସାମନି
Пікірлер: 46