In This Video We Explain When and how should babies bathed | Doctor's advice for bathing of babies | ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ |
#babybath #sankalptv #pilankadoctorodia
ଛୁଆ ଜନ୍ମ ପରେ ତା'ର ଗାଧୋଇବା ସମ୍ପର୍କରେ ଅନେକେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି l ତେବେ ଜନ୍ମର କେତେଦିନ ପରେ ଓ କେତେ ବ୍ୟବଧାନରେ ତାକୁ କିଭଳି ଭାବେ ଗାଧୋଇବେ, ତାହା ମା'ମାନେ ଭଲଭାବେ ଜାଣିବା ଜରୁରୀ l ଶିଶୁମାନଙ୍କ ଯତ୍ନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ l ଏ ବିଷୟରେ ପରାମର୍ଶ ଦେଇଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି l
---
Subscribe (free) to our channel for more videos - www.youtube.co...
ଆମ ସହ ଯୋଡି ହୋଇରହିବା ପାଇଁ ଆମ ସୋସିଆଲ ପ୍ରୋଫାଇଲ କୁ Like କିଂବା Follow କରନ୍ତୁ
Facebook - /
Twitter - / sankalptv
Instagram - / sankalp.tv
ବିଶେଷ ସୂଚନା : ଏହି ଅଧ୍ୟାୟରେ ବର୍ଣ୍ଣିତ ବିଷୟ ଓ ମତାମତ ସମ୍ପୃକ୍ତ ଡାକ୍ତରଙ୍କ ନିଜସ୍ୱ l ଏହାର କୋୖଣସି ସମ୍ଭାବ୍ୟ ପ୍ରଭାବ ପାଇଁ ସଂକଳ୍ପ ଟିଭି ବା ଏହାର କୌଣସି କର୍ମଚାରୀଙ୍କୁ ଦାୟୀ କରାଯାଇ ପାରିବନି l ପରାମର୍ଶ ଗ୍ରହଣ କରିବା ନକରିବା ଆପଣଙ୍କ ଇଛା ଉପରେ ନିର୍ଭର କରେ l
---
#babybath #paediatrics #pilankadoctor #newborncare #childhealth #sankalptv #ashokdas #childcare #spongebathbaby
Негізгі бет ଶିଶୁ ମାନେ କେତେ ଦିନରେ ଓ କେମିତି ଗାଧୋଇବା ଉଚିତ | Baby Bath Basics: A Parent's Guide Epd - 04
Пікірлер: 227