ସଦ୍ଗୁରୁ ଏକ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯେ କାହିଁକି ଭକ୍ତମାନେ ସୋମବାର ଦିନ ଶିବଙ୍କୁ ପୂଜା କରନ୍ତି, ଶକ୍ତିଶାଳୀ ଭାବରେ ପ୍ରତିଷ୍ଠିତ ଲିଙ୍ଗଗୁଡ଼ିକ ପାଇଁ ସୋମବାରର ତାତ୍ପର୍ଯ୍ୟ, ଏବଂ ସେଗୁଡିକର ସୌରଜଗତ ସହିତ ସମ୍ପର୍କ ।
#sadhguru #shiva #mahadev #bolbam #shiba #sadhguruodia
English Video - • Why Mondays Are Signif...
ସଦ୍ଗୁରୁ, ଆମ ସମୟର ଜଣେ ଯୋଗୀ, ଦିବ୍ୟଦର୍ଶୀ, ଯୁଗଦ୍ରଷ୍ଟା ଏବଂ ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ବିଶ୍ୱ ଶାନ୍ତି ଏବଂ ସୁଖ ସମୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟରତ ସଦ୍ଗୁରୁଙ୍କର ରୂପାନ୍ତରଣକାରୀ କାର୍ଯ୍ୟକ୍ରମ ଦ୍ୱାରା ଦୁନିଆର କୋଟି କୋଟି ଲୋକଙ୍କୁ ଜୀବନର ଏକ ନୂଆ ଦିଗ ମିଳିଛି ।
ସଦ୍ଗୁରୁଙ୍କ ଅଫିସିଆଲ ଓଡ଼ିଆ ସୋସିଆଲ ମିଡ଼ିଆ ଚ୍ୟାନେଲ
🌐ୟୁଟ୍ୟୁବ୍- / sadhguruodia
🌐ଫେସବୁକ୍- facebook.com/SadhguruOdia
🌐ଇନ୍ସଟାଗ୍ରାମ୍- instagram.com/SadhguruOdia
Негізгі бет ଶିବ ଭକ୍ତ ମାନଙ୍କ ପାଇଁ ସୋମବାର କାହିଁକି ମହତ୍ୱପୂର୍ଣ୍ଣ ? | Why Mondays Are Significant for Shiva Devotees|
Пікірлер: 1