ନବୀନ ନିବାସରେ ପାଣ୍ଡିଆନଙ୍କ ଆଗରେ ବବି-ଡାନି ତୁ-ତୁ ମେଁ-ମେଁ ! ସମାଧାନ କରିପାରିଲେନି ପାଣ୍ଡିଆନ, ନବୀନଙ୍କ କାନରେ ପଡ଼ିଲା କଥା ! ରହିଲାନି ବବିଙ୍କ ଟାଣପଣ, ଡାନିଙ୍କ ଜିଦକୁ ମାନିନେଲେ ନବୀନ ! ଜଣେ ସାମ୍ବାଦିକଙ୍କ ପାଇଁ ବବି-ଡାନି ମୁହାଁମୁହିଁ ଆଉ ହାତାହାତି ପରିସ୍ଥିତି! ନିର୍ବାଚନ ସମୟରେ ସେହି ସାମ୍ବାଦିକଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିବା ପରେ ସଂପୃକ୍ତ ସାମ୍ବାଦିକଙ୍କୁ ଚାକିରି ହରାଇବାକୁ ପଡ଼ିଥିବା ଚର୍ଚ୍ଚା ହେଲା । ଡାନିଙ୍କ ପ୍ରଶ୍ନ, ‘ମୋ ଏରିଆରେ କାହିଁକି ନିଯୁକ୍ତି ପାଇବେ ବବିଙ୍କ ସମର୍ଥିତ ସାମ୍ବାଦିକ’ । ବବିଙ୍କ ଭାଇ ଓ ସଂପୃକ୍ତ ସାମ୍ବାଦିକ ସୁକିନ୍ଦା ବିଜେପି ନେତାଙ୍କୁ ଭେଟିବାର ଭିଡିଓ ହୋଇଥିଲା ଭାଇରାଲ୍। ଦରକାର ପଡ଼ିଲେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ ଡାନି ! Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #Babi #Dani #PranabPrakashDas #PritiranjanGharai #NaveenPatnaik #NaveenNiwash #Korei #Sukinda
Негізгі бет ଜଣେ ସାମ୍ବାଦିକଙ୍କ ପାଇଁ ବବି-ଡାନି ହାତାହାତି ! || VK Pandian || Pranab Prakash Das || Naveen Niwas || OR
Пікірлер: 133