Japa hara hara | bol bom song | New Odia Shiv Bhajan | Papu Pom Pom | Akshay samal song | Bhajan
#japaharahara, #kaudisong, #bholababasong, #papupompom #2024newsibavajan
Presenting Japa Hara Hara official studio version from Pro Music Odia. The song japa hara hara is sung by #Ollywood happening comedian & singer Papu Pom Pom in the composition By Akshay samal, lyrics penned by Akshay Samal & music is being programmed by 2BU & audio post-production is being rendered by Milan Studio (Cuttack).
►Song Name - Japa hara hara
►Singer - Papu Pom Pom
►Lyrics and music - Akshay Samal (6361284933)
►Arranger - 2BU
►Bass Guitar - Moni Gopal
►Mix & Mastered By - Milan Studio (Cuttack)
►Producer - PRO MUSIC ODIA
►Creative Head - Tapan Behera(Tapu bhai)
►Special Thanks to Tapu & Biju
►DOP - Chiku
►VFX & Editing - Chiku
►Music Label - Pro Music Odia
►Copyright - © Pro Music Odia
___________________________________________________
Thanks for Watching. Keep loving " Pro Music Odia " Subscribe the channel & hit the 🔔 icon for future updates & upcoming song. #japaharahara
#SeShivaMahadevaBhajan #SeShiva #Mahadeva #SeShivaMahadevaPapuPomPom #SeShivaMahadevaNew #papupompomnewsong #papupompomsong #Japaharahara #NewOdiaSong #ProMusicOdia #OdiaShivalhitssong #Odianewhits
ତାଙ୍କ ମଶାଣିରେ ପରା ଘର,
ମୁଖ୍ୟ ଆବାସ କୈଳାସ ପୁର
ତାଙ୍କୁ ଅଛି ଯଦି ପାଇବାର
ଚଢ଼ା ନଡ଼ିଆ, କଦଳୀ କ୍ଷୀର...(2)
ତାଙ୍କ ଭୁତ ଅଟେ ସହଚର
ହୋ ନାମ ପରା ମହେଶ୍ୱର
ବାଘ ଛାଲ ପିନ୍ଧା ବାବା ଟିଏ ସିଏ
ପାଉଁଶ ବଳା ଶରୀର
'''''ତ୍ରିଶୂଳ ଧରିକି ବାବା, କରେ ସଂହାର......
ତାଙ୍କୁ ଅଛି ଯଦି ପାଇବାର
ଚଢ଼ା ନଡ଼ିଆ, କଦଳୀ କ୍ଷୀର
ତାଙ୍କୁ ଅଛି ଯଦି ପାଇବାର
ଭାଇ ପାଳୁଥିବସୋମବାର ,,,,,,,,,,,, ,,,,,,,,,, ,,,,
ପାର୍ବତୀଙ୍କ ପତି ସିଏ, ଗଣେଶଙ୍କ ଫାଦର
ସାଧା ସିଧା ବାବା ସିଏ, ହେଲେ ଭାରି ଡେଂଜର..2
ସମୁଦ୍ର ମନ୍ଥନ ବେଳେ, ପିଇ ଦେଇ ଜହର
ନୀଳ କଣ୍ଠ ହେଈ ସିଏ, କରିଥିଲେ ଉଦ୍ଧାର '''
' ବାବା ଷଣ୍ଢ କୁ ସବାରୀ କରି ବୁଲେ ଶଂସାର....
ତାଙ୍କୁ ଅଛି ଯଦି ପାଇବାର
ଚଢ଼ା ନଡ଼ିଆ, କଦଳୀ କ୍ଷୀର
ତାଙ୍କୁ ଅଛି ଯଦି ପାଇବାର ଭାଇ ପାଳୁଥିବ ସୋମବାର...2
ସାପକୁ ଉତ୍ତରୀ କରି, ପିନ୍ଧି ଅଛି ଗଳାରେ
ଚନ୍ଦ୍ରକୁ ମୁକୁଟ କରି, ରଖିଛି ତା ଜଟାରେ
ରାଗରେ ପୁତ୍ର ମୁଣ୍ଡକୁ, କରିଥିଲେ ଛେଦନ
ହାତୀ ମୁଣ୍ଡ ଯୋଡ଼ି ଦେଇ, ପୁଣି ଦେଲେ ଜୀବନ
ତିନି ନେତ୍ର ବନ୍ଦ କରି, ଦେଖେ ସାରା ସଂସାର
ଭକତ ପାଇଁକି ସଦା, କରୁଣା ତା ଅପାର '''''
ଡମ୍ବୁରୁ ଧାରୀ ବାବା ସିଏ, ମହିମା ଅପାର...
ତାଙ୍କୁ ଅଛି ଯଦି ପାଇବାର
ଚଢ଼ା ନଡ଼ିଆ, କଦଳୀ କ୍ଷୀର
ତାଙ୍କୁ ଅଛି ଯଦି ପାଇବାର ଭାଇ ପାଳୁଥିବ ସୋମବାର....(3)
ଜପ ହର ହର ହର...
ତାଙ୍କୁ ଅଛି ଯଦି ପାଇ ବାର ଥରେ ବୁଲିଯା ଚନ୍ଦନେଶ୍ୱର...🙏🙏🙏 -==----====-----====---
Негізгі бет Japa hara hara | bol bom song | New Odia Shiv Bhajan | Papu Pom Pom | Akshay samal song | Bhajan
Пікірлер: 1,2 М.