Title - Jebe Najara Re ll sjitu ll Soujannya Rath ll Official Studio Version ll Romantic Song ll Shraban Music Production ll
Tag-
#sjitu #soujannyarath #odiasong #romanticsong
Description -
Shraban music production presents :-
Jebe Najara Re l official Studio Version l sjitu l Soujannya Rath l Shraban Music Production l
🎼Song Credit 🎼
🎙 Song - Jebe Najara Re
🎙 Singer - sjitu & Soujannya Rath
🎙 Music - Pintu Das
🎙 Lyrics - Ranjan Nayak
🎙 Mix & Master - Matru Prasad Rath(9668016290)
🎙 Dub - Devi Studio, Bhubaneswar
🎙 DOP & Edit - Mr_Dk(9348338754)
🎙 Keyboard - Chandan
🎙️ Rhythm - Matru Prasad Rath
🎙️ Production - Shraban Music
🎙️ Label - BS TUNE
🎙 Production Head - Shraban Kumar Sahoo
🎙 Producer - Shraban Kumar Sahoo
🔵 Thanks For Watching🙏 Like , Share , Comment also & Subscribe Our chhanel "SHRABAN MUSIC PRODUCTION" with Pressing the Bell 🔔 icon for Our upcoming Projects.
Odia l Odia Songs l Odia Music l Odia Albums l Ollywood l Odisha l Odia gita l Odia Music l Odia romantic l viral song 2024 l Shraban Music Production.
ମୁଖୁଡ଼ା:-
M:-
ସାଙ୍ଗ ମେଳେ ଯେବେ ଗାଁ ମନ୍ଦିରକୁ
ଚାଲି ଯାଉ ହସିହସି
କେତେ ଆଖି ଲାଖେ ତୋରି ଉପରେ
ସଜେଇ ହବୁନି ବେଶୀ
Cross:-
F:-
ସତରେ ଏ କଥା ଜାଣୁ କି ନାଇଁ
ସବୁ ସାଜସଜ୍ଜା ତୋରି ପାଇଁ ;
ତୋ ବିନା ଜାଣେନା କାହିଁକି କେଜାଣି
ଦୁନିଆଟା ଫିକା ଲାଗୁଚି........
Tag:-
M+F:-
ଯେବେ ନଜରରେ କଥା ସରୁଛି
ଲାଗେ ପ୍ରେମ ବଢ଼ି ବଢ଼ି ଯାଉଛି.....(୦)
ଅନ୍ତରା:-୦୧
*********************
M:-
ସଞ୍ଜବେଳେ ନିତି ଚଉରା ମୂଳରେ
ଜାଳିଲେ ତୁ ସଞ୍ଜଦୀପ
ମୋ ଗାଁ ଟା ସାରା ଚାନ୍ଦିନୀ ରୋଷଣୀ
ଲେଖିଦିଏ କେତେ ଗପ
F:-
ସକାଳ ସଞ୍ଜରେ ସବୁ ପ୍ରାର୍ଥନାରେ
ମନାସୁଛି ଖାଲି ତତେ
ଆଉ କା ମୁହଁରେ ତୋ ନାଆଁ ଶୁଣିଲେ
ପାପ ଛୁଏଁ ମନେ କେତେ
Cross:-
M:-
ମନ ଜାଣି ବୋଧେ ଈଶ୍ୱର ତତେ
ଭେଟିଦେଲେ ଆଜି ମୋରି ହାତେ
ସେଥିପାଇଁ ବୋଧେ ଆଜିକାଲି ମୁଁ
ଖୁସିର ଆକାଶ ଛୁଉଁଛି.....
Tag:-
M+F:-
ଯେବେ ନଜରରେ କଥା ସରୁଛି
ଲାଗେ ପ୍ରେମ ବଢ଼ି ବଢ଼ି ଯାଉଛି.....(୦୧)
ଅନ୍ତରା:-୦୨
**********************
F:-
ନଈକୁ ଯେବେରେ ଯାଏ ମୁଁ ଗାଧେଇ
ଆସିଲେ ତୁ ପଛେପଛେ
ନଜାଣିଲା ପରି ହବାକୁ ଫୁଲେଇ
ଭଲ ଲାଗେ ମିଛେ ମିଛେ
M:-
ମିଛରେ ମିଛରେ କଥା ହଉ ହଉ
କଥା ବଢିଗଲା ଏତେ
ପଛକୁ କେବେରେ ହବନାହିଁ ଫେରି
ଚାହିଁଲେ ବି ଆଉ ଯେତେ
Cross:-
F:-
ମୋ ଘରକୁ ବାଟ ଯାଉଛି ଭୁଲି
ତୋ ଘରକୁ ଦିନେ ଆସିବି ବୋଲି ;
ଆସିଗଲା ବୋଧେ ସେଇ ଶୁଭ ଦିନ
ଗଛ ଡାଳେ କାଉ ରାବୁଛି....
Tag:-
M+F:-
ଯେବେ ନଜରରେ କଥା ସରୁଛି
ଲାଗେ ପ୍ରେମ ବଢ଼ି ବଢ଼ି ଯାଉଛି.....(୦୨)
#shrabanmusicproduction
#jebenajarare
#sjitu
#soujannayarath
#trending
#odianewromanticsong
ANTI - PIRACY WARNING ⚠
This Content is Copyright to Shraban music production. Any Unauthorised reproduction,
redistribution or re-upload is strictly prohibited 🚫 of this material. Legal action will be taken against those who violate the copyright of the following material presented.
Негізгі бет Jebe Najara Re ll sjitu ll Soujannya Rath ll Official Studio Version ll Shraban Music Production ll
Пікірлер: 38