କାହିଁ ପାଗଳ ପରି ବୁଲୁଛୁ l KAHI PAGALO PARI BULUCHU II NEW ODIA CHRISTIAN SONG l HUMAN SAGAR I BM MUSIC ll
ଖ୍ରୀଷ୍ଟରେ ବିଶ୍ୱାସୀ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ bijaya majhi music channel ତରଫରୁ ନମସ୍କାର ଜଣାଉଛୁ।
ପ୍ରଭୁଙ୍କ ର ଗୌରବ ଓ ମହିମା ନିମନ୍ତେ ଆଉ ଏକ ନୂଆ ଧାରଣର ଗୀତ ନେଇକି ଅତି ଶୀଘ୍ର ଆସୁଅଛି.....ବର୍ତ୍ତମାନ ସମୟ କୁ ଆଧାରିତ କରି, ଏବଂ ଏହି ଦୁନିଆର ସବୁ ମନୁଷ୍ୟ ର ପାପ ଜୀବନକୁ ନେଇ ଏହି ଗୀତ କରାଯାଇଅଛି
ଆମେ ସମସ୍ତେ ଦିନେ ଏହି ଦୁନିୟା ରୁ ବିଦାୟ ନେବା,
ଆମେ ପାଗଳ ପରି ନ ଭୁଲି ଯୀଶୁଙ୍କ ନିକଟକୁ ଯିବା
ଏହି ଗୀତରେ ଏସବୁ ଆଧାରିତ କରି ଲେଖା ଯାଇଅଛି
ଆଶା କରୁଛି ଗୀତ ଟି ବହୁତ ଭଲ ଲାଗିବ🙏🙏
ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଓ ଭଉଣୀ ସଭିଙ୍କୁ ମୋର ଅନୁରୋଧ ଏହି ଗୀତର full video ବର୍ତ୍ତମାନ ଉନ୍ମୋଚନ ହୋଇଅଛି ଆଶା କରୁଛୁ ଏହି ଗୀତ ଆପଣମାନଙ୍କୁ ଭଲ ଲାଗିବ ।
( Praise the lord 🙏🙏)
Full Lyrics
କାହିଁ ପାଗଳ ପରି ବୁଲୁଛୁ କାହିଁ ଅବାଟେ ଚାଲି ଯାଉଛୁ...
ମାନିଜା ମାନିଜା ଯୀଶୁଙ୍କ କଥା....
ଦୁନିୟା ରୁ ସବୁ ଦିନେ ବିଦାୟ ନେବ..
ଏ ଶ୍ୱାସବାୟୁ ଦିନେ ତୋର ଛାଡ଼ିକି ଯିବ...
କାହିଁ ପାଗଳ ପରି ବୁଲୁଛୁ...
କାହିଁ ଅବାଟେ ଚାଲି ଯାଉଛୁ...
ମାନିଜା ମାନିଜା ଯୀଶୁଙ୍କ କଥା...
ଦିନ ସାରିଗଲାଣି ସମୟ ଚାଲିଗଲାଣି...
ଏ ଦୁନିୟା ରୁ ସବୁ ଦିନେ ବିଦାୟ ନେବ....
0
ମୋହମାୟା ପାପଭରା ସଂସାରେ ଚାଲିଛୁ
ଧନଲାଗି ଏଣେ ତେଣେ ବୁଲିକି ରହିଛୁ
ଜାଗତିକ ପ୍ରେମେ ତୁହି ମାତିକି ରହିଛୁ
ପାପ ବୋଲି ଜାଣିକି ବି ପାପ ତୁ କରୁଛୁ
ଫେରିଆ ...ଫେରିଆ... ଫେରିଆ.. ଫେରିଆ..
କାହିଁ ପାଗଳ ପରି ବୁଲୁଛୁ...
କାହିଁ ଅବାଟେ ଚାଲି ଯାଉଛୁ..
ମାନିଜା ମାନିଜା ଯୀଶୁଙ୍କ କଥା....
ଦିନ ସରିଗଲାଣି ସମୟ ଚାଲିଗଲାଣି
ଏ ଦୁନିୟା ରୁ ସବୁ ଦିନେ......
1
ସପନ ପରି ଜୀବନ ଟି ଜାଣିହୁଏନି ଚାଲିଯିବ
ମାଟିରୁ ତିଆରି ମଣିଷ ଟି ମାଟିରେ ମିଶିଯିବ
କିଛି ସୁଖ ପାଇବାକୁ ଜୀବନ ଟି ହରାଇବୁ
ଏ ସବୁ କଲେ ଶେଷ ଦିନେ ଯନ୍ତ୍ରଣା ପାଇବୁ
ଫେରିଆ ଫେରିଆ ..ଫେରିଆ ..ଫେରିଆ
କାହିଁ ପାଗଳ ପରି ବୁଲୁଛୁ...
କାହିଁ ଅବାଟେ ଚାଲି ଯାଉଛୁ..
ମାନିଜା ମାନିଜା ଯୀଶୁଙ୍କ କଥା...
ଦିନ ସରିଗଲାଣି ସମୟ ଚାଲିଗଲାଣି...
ଏ ଦୁନିୟା ରୁ ସବୁ ଦିନେ....
SONG CREDITS :
*Based on About the attraction temptation of the World
* Song : KAHI PAGALO PARI BULUCHU (Full Video)
* Singer : Human Sagar (Ollywood Singer)
* Lyrics & Music : Sundar Kumar
* Camera : BIJAYA MAJHI
* Production : BM Music
*Poster Design : Bro Chiku
* Banner : BM Music
* Recording : Bunu MRR
* Mixing mastering: Shakti MRR( CTC)
* Editing : BIJAYA MAJHI
* Music Arrangement : Bapi Shamal
• Dekha Asuachi Sei Dina...
ଦେଖ ଆସୁଅଛି ସେହି ଦିନ
• SE PREMA II ସେ ପ୍ରେମ l...
ସେ ପ୍ରେମ
• NEW KUI CHRISTIAN FULL...
ହାଲେଲୁୟ
• PHERIA ETHARA II ଫେରିଆ...
ଫେରିଆ ଏଥର
!!* ANTI-PIRACY WARNING *!!
This content is copyright to Bijaya Majhi Official.Any unauthorised reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Негізгі бет କାହିଁ ପାଗଳ ପରି ବୁଲୁଛୁ l KAHI PAGALO PARI BULUCHU II NEW ODIA CHRISTIAN SONG l HUMAN SAGAR I BM MUSIC
No video
Пікірлер: 2,3 М.