ଭିନ୍ନ କ୍ଷେମ ମାନେ ଅନ୍ଧ ଆଖୀରେ ନ ଦେଖି ଗାଇଲେ ଗୀତ ଏହି କଳାକାର ମାନଙ୍କ ବହୁତ ସୁନ୍ଦର ଗୀତ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଭିନ୍ନ କ୍ଷେମ କଳାକାର ମାନଙ୍କର ଏକ ସଂଘ ତରଫରୁ ଆଜି ଉମରକୋଟ ସହରକୁ ଆସିଲେ ଓ ରାଇଘର ରାସ୍ତା ପାର୍ଶ୍ଵରେ ଏହି କଳାକାର ମାନଙ୍କ ଗୀତ ବାଦ୍ୟ ର ଆୟୋଜନ କରିଥୀଲେ ଏଥୀରେ ଜାହାକୁ କେତେ ଡନେଟ କରିବା କଥା ତାହା ଏହି ଦାନ ପେଡି଼ ବକ୍ସ ଭିତରେ ଦିଅନ୍ତି ଏହି ଭିନ୍ନ କ୍ଷେମ ମାନଙ୍କ ରଗ ଗୀତକୁ ଶୁଣି ଆସନ୍ତୁ ଦେଖିବାଆଖୀରେ ଦେଖୀପାରୁ ନାହାଁନ୍ତି ଏହି ପରିବାର #Pcn_blog_ଭିନ୍ନକ୍ଷେମ
- Күн бұрын
ଆକ୍ଷୀ ନ ଦେଖୀ ଗୀତରେ ତାଳେତାଳେ ଭିନ୍ନ କ୍ଷେମ କଳାକାର ପରିବାର ମାନଙ୍କ ବହୁତ ସୁନ୍ଦର ଗୀତ
- Рет қаралды 589
Пікірлер