ବୟସ ବଢ଼ି ବଢ଼ି ଚାଲିଛି। ପୋଟୁମାଟି ପୋତି ହୋଇ ଚାଲିଛି। ନାଁ ପୁର୍ନରଉଦ୍ଧାର ହେଉଛି, ନାଁ ଯତ୍ନ ନିଆଯାଇଛି। ଦୀର୍ଘ 65 ବର୍ଷ ଧରି ଓଡ଼ିଶାର ସେବା କରି ଆସୁଥିବା ହୀରାକୁଦ ସେମିତି ଓଡ଼ିଶା ପାଇଁ ବରଦାନ କମ୍ ଅଭିଶାପ ପାଲଟି ଯାଉଛି। ଉପରମୁଣ୍ଡରେ ଛତିଶଗଡ଼ ଗୋଟେ ପରେ ଗୋଟେ ବନ୍ଧ ବାନ୍ଧି ଦେଲା। ହେଲେ ତଳମୁଣ୍ଡରେ ଓଡ଼ିଶା ବ୍ୟାରେଜ୍ଟିଏ ବି କରିପାରିଲାନି। ହୀରାକୁଦର କାହାଣୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZitem: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #SpecialStory #Hirakud #Flood
Негізгі бет କାନ୍ଦୁଛି ବୁଢ଼ା ବନ୍ଧ || Tragic History Of Hirakud Dam || Odisha Reporter
Пікірлер: 112