ପ୍ରଥମେ ମୋର ସମସ୍ତଙ୍କୁ ଆନ୍ତରିକ ପ୍ରଣାମ 🙏🙏🙏🙏🙏
ମୁଁ ଉତ୍ତମ କହଁର ମୋର KZitem Channel ରେ କେବଳ Village Related & ଆଦିବାସୀ ଲୋକ ମାନଙ୍କର ଜୀବନୀ ବିଷୟରେ ଓ ଲୋପ ପାଇବାକୁ ଯାଉଥିବା ସଂସ୍କୃତି ଉପରେ ଭିଡ଼ିଓ ମୁଁ upload କରୁଚି ଆମର ଆଦିବାସୀ ଲୋକମାନଙ୍କର ଜୀବନୀ ସଂସ୍କୃତି କେତେ ସୁନ୍ଦର କେତେ ମନଲୋଭା ତାହା ମୁଁ ଲୋକଲୋଚନକୁ ଆଣିବା ପାଇଁ ଚାହୁଚି ଆପଣମାନେ ଏମିତି ଆଦିବାସୀ ଲୋକମାନଙ୍କୁ ପସନ୍ଦ କରୁଛନ୍ତି ତୋ ମୋର KZitem Channel କୁ Subscribe କରିଦିଅନ୍ତୁ ଆଉ ମତେ ଆଗକୁ ବଢ଼ିବାରେ ସହଯୋଗ କରନ୍ତୁ 🙏🙏
#tribalofodisha
#Kandhamal
#kuivideo
#kuisong
#kutiakandha
#uttam
#uttamkanhar
#adivasivideo
#jungelvideo
#Odiavlog
#odiavomedy
#tribalvideo
#Kandhamaltribalvideo
#kuigani
#odia
#kui
#adiwasisadivideo
#tribevloggeruttam
#tribevlogger
#kandhatribe
#adiwasiculture
#aadibasiculture
Негізгі бет Kandha Tribe । ଜଙ୍ଗଲ ଭିତରେ ଆଦିବାସୀ ବାପାଙ୍କ ଡ୍ରାଗନ୍ ଚାଷ ।
Пікірлер: 75